Advertisment

ଭାରତରେ ରହିଥିଲେ ନୋବେଲ ପାଇପାରିନଥା’ନ୍ତି: ଅଭିଜିତ ବାନାର୍ଜୀ

ଜୟପୁର: ଭାରତ ଜନ୍ମିତ ତଥା ଆମେରିକୀୟ ଅର୍ଥନୀତିଜ୍ଞ ଅଭିଜିତ ବାନାର୍ଜୀ ନୋବେଲ ପାଇବାକୁ ନେଇ ଏକ ବଡ଼ ବୟାନ ରଖିଛନ୍ତି। ସେ କହିଛନ୍ତି, ଯଦି ତାଙ୍କର ଜନ୍ମମାଟି ଭାରତରେ ରହିଥା’ନ୍ତେ ନୋବେଲ ପୁରସ୍କାର ପାଇପାରିନଥା’ନ୍ତେ। ସେ କହିଛନ୍ତି, ଏୟା ନୁହେଁ ଯେ ଭାରତରେ ପ୍ରତଭାର ଅଭାବ ରହିଛି। କିନ୍ତୁ ସେଭଳି ଏକ ବ୍ୟବସ୍ଥାର ଦରକାର ପଡ଼ୁଛି। ଜୟପୁର ସାହିତ୍ୟ ଉତ୍ସବରେ ସେ ଏପରି କହିଛନ୍ତି। ଜଣେ ବ୍ୟକ୍ତିଗତ ଭାବେ ଏହା ହାସଲ କରିପାରିବ ନାହିଁ ବୋଏଲି ସେ […]

author-image
Subrat Kumar Nayak
ଭାରତରେ ରହିଥିଲେ ନୋବେଲ ପାଇପାରିନଥା’ନ୍ତି: ଅଭିଜିତ ବାନାର୍ଜୀ

abhijit

ଜୟପୁର: ଭାରତ ଜନ୍ମିତ ତଥା ଆମେରିକୀୟ ଅର୍ଥନୀତିଜ୍ଞ ଅଭିଜିତ ବାନାର୍ଜୀ ନୋବେଲ ପାଇବାକୁ ନେଇ ଏକ ବଡ଼ ବୟାନ ରଖିଛନ୍ତି। ସେ କହିଛନ୍ତି, ଯଦି ତାଙ୍କର ଜନ୍ମମାଟି ଭାରତରେ ରହିଥା’ନ୍ତେ ନୋବେଲ ପୁରସ୍କାର ପାଇପାରିନଥା’ନ୍ତେ। ସେ କହିଛନ୍ତି, ଏୟା ନୁହେଁ ଯେ ଭାରତରେ ପ୍ରତଭାର ଅଭାବ ରହିଛି। କିନ୍ତୁ ସେଭଳି ଏକ ବ୍ୟବସ୍ଥାର ଦରକାର ପଡ଼ୁଛି। ଜୟପୁର ସାହିତ୍ୟ ଉତ୍ସବରେ ସେ ଏପରି କହିଛନ୍ତି।

Advertisment

ଜଣେ ବ୍ୟକ୍ତିଗତ ଭାବେ ଏହା ହାସଲ କରିପାରିବ ନାହିଁ ବୋଏଲି ସେ କହିଛନ୍ତି। ସେ ଯେଉଁଥିପାଇଁ ଶ୍ରେୟ ପାଇଛନ୍ତି, ତା’ପଛରେ ଅନେକ ଲୋକଙ୍କ କାମ ରହିଛି। ମୁମ୍ବାଇ ଜନ୍ମିତ ଅଭିଜିତ କୋଲକତା ବିଶ୍ୱବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହେବାପରେ ଜେଏନ୍‌ୟୁରେ ପଢ଼ୁଥିଲେ। ସେ ହାଭାର୍ଡରୁ ପିଏଚ୍‌ଡି ପାଇବା ପରେ ବର୍ତ୍ତମାନ ମାସାଚୁସେଟ୍ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିରେ ପ୍ରଫେସର ଅଛନ୍ତି।