Advertisment

ଦୁର୍ଘଟଣାରେ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରଫୁଲ୍ଲ ମହନ୍ତ ଆହତ

ଗୌହାଟି: ଏକ ସଡ଼କ ଦୁର୍ଘଟଣାରେ ଆହତ ହୋଇଛନ୍ତି ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରଫୁଲ୍ଲ ମହନ୍ତ। ତାଙ୍କର ଦୁଇ ଗୋଡ଼ ଓ ମୁହଁରେ ଆଘାତ ଲାଗିଛି। ତେବେ ସେ ବିପଦମୁକ୍ତ ଅଛନ୍ତି। ମଙ୍ଗଳବାର ରାତିରେ ତାଙ୍କର ବୁଲେଟ୍ ପ୍ରୁଫ୍ କାର୍ ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ ଧକ୍କା ଦେଇଥିଲା। ସେ ଗୌହାଟୀରୁ ନଗାଁଓ ଯାଉଥିଲେ। କାର୍‌ରେ ପ୍ରଫୁଲ୍ଲଙ୍କ ସହିତ ତାଙ୍କ ପୁଅ ଶୁଭମ୍ ମଧ୍ୟ ଥିଲେ। ଶୁଭମ୍ ମଧ୍ୟ ଆହତ ହୋଇଛନ୍ତି। ସେମାନଙ୍କ ସହ କାର୍ ଚାଳକ […]

ଦୁର୍ଘଟଣାରେ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରଫୁଲ୍ଲ ମହନ୍ତ ଆହତ

prafulla

Advertisment

ଗୌହାଟି: ଏକ ସଡ଼କ ଦୁର୍ଘଟଣାରେ ଆହତ ହୋଇଛନ୍ତି ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରଫୁଲ୍ଲ ମହନ୍ତ। ତାଙ୍କର ଦୁଇ ଗୋଡ଼ ଓ ମୁହଁରେ ଆଘାତ ଲାଗିଛି। ତେବେ ସେ ବିପଦମୁକ୍ତ ଅଛନ୍ତି।

Advertisment

ମଙ୍ଗଳବାର ରାତିରେ ତାଙ୍କର ବୁଲେଟ୍ ପ୍ରୁଫ୍ କାର୍ ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ ଧକ୍କା ଦେଇଥିଲା। ସେ ଗୌହାଟୀରୁ ନଗାଁଓ ଯାଉଥିଲେ। କାର୍‌ରେ ପ୍ରଫୁଲ୍ଲଙ୍କ ସହିତ ତାଙ୍କ ପୁଅ ଶୁଭମ୍ ମଧ୍ୟ ଥିଲେ। ଶୁଭମ୍ ମଧ୍ୟ ଆହତ ହୋଇଛନ୍ତି। ସେମାନଙ୍କ ସହ କାର୍ ଚାଳକ ଓ ଏନ୍‌ଏସ୍‌ଜିର ଦୀନେଶ କୁମାର ମଧ୍ୟ ଆହତ ହୋଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe