Advertisment

ଆଫଗାନିସ୍ତାନ: କୋର୍ଟରେ ଆତଙ୍କବାଦୀ ଆକ୍ରମଣ, ୭ ମୃତ

କାବୁଲ: ଆଫଗାନିସ୍ତାନର ଲୋଗାର ପ୍ରଦେଶର ଏକ କୋର୍ଟରେ ଆତଙ୍କବାଦୀଙ୍କ ଅତର୍କିତ ଆକ୍ରମଣରେ ଜଣେ ବରିଷ୍ଟ ବିଚାରପତିଙ୍କ ସମେତ ୭ ଜଣଙ୍କର ମୃତ୍ୟୁ ଘଟିଛି ଓ ୧୯ରୁ ଅଧିକ ସାଧାରଣ ଲୋକ ଆହତ ହୋଇଛନ୍ତି। ଏହି ଆତଙ୍କବାଦୀ ଆକ୍ରମଣ ଆଜି ଦିନ ପ୍ରାୟ ୧୧ଟାରେ ଫିଲ୍‌-ଇ-ଆଲମ୍‌ ସହରରେ ଥିବା ଏକ କୋର୍ଟରେ ହୋଇଥିଲା। ଦୁଇଜଣ ଆତ୍ମଘାତୀ କୋର୍ଟ ପରିସରକୁ ପ୍ରବେଶ କରି ବିସ୍ଫୋରଣ କରିଥିଲେ। ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ବ୍ୟାପକ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି।

ଅଦ୍ୟତନ ହୋଇଛି
ଆଫଗାନିସ୍ତାନ: କୋର୍ଟରେ ଆତଙ୍କବାଦୀ ଆକ୍ରମଣ, ୭ ମୃତ

terrorist

Advertisment

କାବୁଲ: ଆଫଗାନିସ୍ତାନର ଲୋଗାର ପ୍ରଦେଶର ଏକ କୋର୍ଟରେ ଆତଙ୍କବାଦୀଙ୍କ ଅତର୍କିତ ଆକ୍ରମଣରେ ଜଣେ ବରିଷ୍ଟ ବିଚାରପତିଙ୍କ ସମେତ ୭ ଜଣଙ୍କର ମୃତ୍ୟୁ ଘଟିଛି ଓ ୧୯ରୁ ଅଧିକ ସାଧାରଣ ଲୋକ ଆହତ ହୋଇଛନ୍ତି। ଏହି ଆତଙ୍କବାଦୀ ଆକ୍ରମଣ ଆଜି ଦିନ ପ୍ରାୟ ୧୧ଟାରେ ଫିଲ୍‌-ଇ-ଆଲମ୍‌ ସହରରେ ଥିବା ଏକ କୋର୍ଟରେ ହୋଇଥିଲା।

Advertisment

ଦୁଇଜଣ ଆତ୍ମଘାତୀ କୋର୍ଟ ପରିସରକୁ ପ୍ରବେଶ କରି ବିସ୍ଫୋରଣ କରିଥିଲେ। ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ବ୍ୟାପକ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe