/odisha-reporter/media/post_attachments/uploads/2015/06/herat_650_062915120915.jpg)
herat
କାବୁଲ୍: ତାଲିବାନୀ ଆତଙ୍କୀମାନେ ଆମ୍ୱୁସ ଲଗାଇ ଆଫଗାନିସ୍ତାନ ସେନାର ୧୧ ଜଣ ଯବାନଙ୍କୁ ହତ୍ୟା କରିଛନ୍ତି। ଘଟଣାଟି ପଶ୍ଚିମ ଆଫଗାନିସ୍ତାନର କାରୁଖ ଜିଲ୍ଲାରେ ଘଟିଛି। ଆଫଗାନ ସେନାର ଜଣେ ଅଧିକାରୀ କହିଛନ୍ତି, ଯବାନମାନେ ପିକଅପ୍ ଭ୍ୟାନରେ ଯାଉଥିବା ବେଳେ ତାଲିବାନୀମାନେ ଆକ୍ରମଣ କରିଥିଲେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
