Advertisment

ଆଫଗାନିସ୍ତାନର ମେଡିକାଲ ଉପରେ ଆମେରିକାର ଆକ୍ରମଣ ଲାଗି କ୍ଷମା ମାଗିଲେ ଓବାମା

ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ବାରାକ୍ ଓବାମା ଉତ୍ତର ଆଫଗାନୀ ସହର କୁନ୍ଦୁଜର ଏକ ହସ୍ପିଟାଲରେ କରାଯାଇଥିବା ବିମାନ ଆକ୍ରମଣ ଲାଗି କ୍ଷମା ମାଗିଛନ୍ତି। ଏହି ଆକ୍ରମଣରେ ମହିଳା ଓ ଶିଶୁ ସହିତ ୨୨ ଜଣଙ୍କ ମୃତ୍ୟୁ ଘଟିଥିଲା। ହ୍ୱାଇଟ୍ ହାଉସର ପ୍ରେସ ସଚିବ କହିଛନ୍ତି, ଗତ ସପ୍ତାହରେ ହୋଇଥିବା ଆକ୍ରମଣକୁ ନେଇ ଏମଏସଏଫର ପ୍ରମୁଖ ଜୋଆନ୍ ଲିୟୁଙ୍କୁ ଓବାମା ଟେଲିଫୋନ୍ କରି କ୍ଷମା ମାଗିବା ସହ ମୃତକଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରକାଶ କରିଛନ୍ତି। ଏହାସହ ଘଟଣାର ଉପଯୁକ୍ତ […]

ଅଦ୍ୟତନ ହୋଇଛି
ଆଫଗାନିସ୍ତାନର ମେଡିକାଲ ଉପରେ ଆମେରିକାର ଆକ୍ରମଣ ଲାଗି କ୍ଷମା ମାଗିଲେ ଓବାମା

usa

Advertisment

ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ବାରାକ୍ ଓବାମା ଉତ୍ତର ଆଫଗାନୀ ସହର କୁନ୍ଦୁଜର ଏକ ହସ୍ପିଟାଲରେ କରାଯାଇଥିବା ବିମାନ ଆକ୍ରମଣ ଲାଗି କ୍ଷମା ମାଗିଛନ୍ତି। ଏହି ଆକ୍ରମଣରେ ମହିଳା ଓ ଶିଶୁ ସହିତ ୨୨ ଜଣଙ୍କ ମୃତ୍ୟୁ ଘଟିଥିଲା। ହ୍ୱାଇଟ୍ ହାଉସର ପ୍ରେସ ସଚିବ କହିଛନ୍ତି, ଗତ ସପ୍ତାହରେ ହୋଇଥିବା ଆକ୍ରମଣକୁ ନେଇ ଏମଏସଏଫର ପ୍ରମୁଖ ଜୋଆନ୍ ଲିୟୁଙ୍କୁ ଓବାମା ଟେଲିଫୋନ୍ କରି କ୍ଷମା ମାଗିବା ସହ ମୃତକଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରକାଶ କରିଛନ୍ତି। ଏହାସହ ଘଟଣାର ଉପଯୁକ୍ତ ଯାଞ୍ଚ କରାଯାଇ ପଦକ୍ଷେପ ନିଆଯିବ ବୋଲି ଓବାମା ଲିୟୁଙ୍କୁ ଭରସା ଦେଇଥିବା ସେ କହିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe