Advertisment

ଫାଟିଲା ଏୟାର ଇଣ୍ଡିଆ ବିମାନର ଟାୟାର, ଅଳ୍ପକେ ବର୍ତ୍ତିଲେ ୯୫ ଯାତ୍ରୀ

ଭୋପାଳ: ଦିଲ୍ଲୀରୁ ଭୋପାଳ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନର ଟାୟାର ବୁଧବାର ସକାଳେ ଫାଟି ଯାଇଥିଲା। ଭୋପାଳରେ ଅବତରଣ କଲା ବେଳେ ବିମାନଟିର ଟାୟାର ଫାଟି ଯାଇଥିଲା। ତେବେ ଏଥିଯୋଗୁଁ କୌଣସି କ୍ଷୟକ୍ଷତି ହୋଇନାହିଁ। ୯୫ ଜଣ ଯାତ୍ରୀ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଟାୟାର ଫାଟିବାର କାରଣ ଜଣାପଡ଼ି ନାହିଁ। ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ ଯାଞ୍ଚ କଲା ପରେ ଯାଇ ଟାୟାର ଫାଟିବାର କାରଣ ସଂପର୍କରେ ଜଣାପଡ଼ିବ। ଏହି […]

ଅଦ୍ୟତନ ହୋଇଛି
ଫାଟିଲା ଏୟାର ଇଣ୍ଡିଆ ବିମାନର ଟାୟାର, ଅଳ୍ପକେ ବର୍ତ୍ତିଲେ ୯୫ ଯାତ୍ରୀ

AirIndiaflight

Advertisment

ଭୋପାଳ: ଦିଲ୍ଲୀରୁ ଭୋପାଳ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନର ଟାୟାର ବୁଧବାର ସକାଳେ ଫାଟି ଯାଇଥିଲା। ଭୋପାଳରେ ଅବତରଣ କଲା ବେଳେ ବିମାନଟିର ଟାୟାର ଫାଟି ଯାଇଥିଲା। ତେବେ ଏଥିଯୋଗୁଁ କୌଣସି କ୍ଷୟକ୍ଷତି ହୋଇନାହିଁ। ୯୫ ଜଣ ଯାତ୍ରୀ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

Advertisment

ଟାୟାର ଫାଟିବାର କାରଣ ଜଣାପଡ଼ି ନାହିଁ। ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ ଯାଞ୍ଚ କଲା ପରେ ଯାଇ ଟାୟାର ଫାଟିବାର କାରଣ ସଂପର୍କରେ ଜଣାପଡ଼ିବ।

ଏହି ଘଟଣା ପରେ ଭୋପାଳରୁ ଉଡ଼ାଣ ଭରିବାକୁ ଥିବା ୧୩ଟି ବିମାନକୁ ରଦ୍ଦ କରି ଦିଆଯାଇଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe