/odisha-reporter/media/post_attachments/uploads/2015/04/Rahul_Gandhi_sa64111.jpg)
Rahul Gandhi
ନୂଆଦିଲ୍ଲୀ: ପ୍ରାୟ ଦୁଇ ମାସ ଅଜ୍ଞାତବାସରୁ ନିକଟରେ ଫେରିଥିବା କଂଗ୍ରେସ ଉପ-ସଭାପତି ଗୁରୁବାର ଯିବେ କେଦାରନାଥ ଯାତ୍ରାରେ। ଆଜି ଦିନ ସାଢ଼େ ୧୧ଟାରୁ ଏକାଧିକ ଦଳୀୟ ନେତାଙ୍କ ସହିତ ସେ ଗୌରୀ କୁଣ୍ଡରୁ ଏହି ଯାତ୍ରା ଆରମ୍ଭ କରିବେ। ସେ ଚାଲି ଚାଲି ଏହି ୧୮ କିଲୋମିଟର ଯାତ୍ରା କରିବେ। ସେ ରାତିରେ କେଦାରନାଥରେ ରହିବେ। ଶୁକ୍ରବାର ସକାଳ ସାଢ଼େ ୮ଟାରେ ମନ୍ଦିର ଖୋଲିବା ପରେ କେଦାରନାଥଙ୍କ ଦର୍ଶନ କରିବେ। ନିଜର ବ୍ୟକ୍ତିଗତ ବିଶ୍ୱାସକୁ ନେଇ ସେ ଏହି ଯାତ୍ରା କରୁଛନ୍ତି। ଆଉ ସେଥିପାଇଁ ପାଦରେ ଚାଲି ଚାଲି ଏହି ଯାତ୍ରା କରିବାକୁ ନିଷ୍ପତ୍ତି ନେଇଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
