Advertisment

ଆଜି କେଦାରନାଥ ଯାତ୍ରା କରିବେ ରାହୁଲ

ନୂଆଦିଲ୍ଲୀ: ପ୍ରାୟ ଦୁଇ ମାସ ଅଜ୍ଞାତବାସରୁ ନିକଟରେ ଫେରିଥିବା କଂଗ୍ରେସ ଉପ-ସଭାପତି ଗୁରୁବାର ଯିବେ କେଦାରନାଥ ଯାତ୍ରାରେ। ଆଜି ଦିନ ସାଢ଼େ ୧୧ଟାରୁ ଏକାଧିକ ଦଳୀୟ ନେତାଙ୍କ ସହିତ ସେ ଗୌରୀ କୁଣ୍ଡରୁ ଏହି ଯାତ୍ରା ଆରମ୍ଭ କରିବେ। ସେ ଚାଲି ଚାଲି ଏହି ୧୮ କିଲୋମିଟର ଯାତ୍ରା କରିବେ। ସେ ରାତିରେ କେଦାରନାଥରେ ରହିବେ। ଶୁକ୍ରବାର ସକାଳ ସାଢ଼େ ୮ଟାରେ ମନ୍ଦିର ଖୋଲିବା ପରେ କେଦାରନାଥଙ୍କ ଦର୍ଶନ କରିବେ। ନିଜର ବ୍ୟକ୍ତିଗତ ବିଶ୍ୱାସକୁ ନେଇ ସେ […]

ଅଦ୍ୟତନ ହୋଇଛି
ଆଜି କେଦାରନାଥ ଯାତ୍ରା କରିବେ ରାହୁଲ

Rahul Gandhi

Advertisment

ନୂଆଦିଲ୍ଲୀ: ପ୍ରାୟ ଦୁଇ ମାସ ଅଜ୍ଞାତବାସରୁ ନିକଟରେ ଫେରିଥିବା କଂଗ୍ରେସ ଉପ-ସଭାପତି ଗୁରୁବାର ଯିବେ କେଦାରନାଥ ଯାତ୍ରାରେ। ଆଜି ଦିନ ସାଢ଼େ ୧୧ଟାରୁ ଏକାଧିକ ଦଳୀୟ ନେତାଙ୍କ ସହିତ ସେ ଗୌରୀ କୁଣ୍ଡରୁ ଏହି ଯାତ୍ରା ଆରମ୍ଭ କରିବେ। ସେ ଚାଲି ଚାଲି ଏହି ୧୮ କିଲୋମିଟର ଯାତ୍ରା କରିବେ। ସେ ରାତିରେ କେଦାରନାଥରେ ରହିବେ। ଶୁକ୍ରବାର ସକାଳ ସାଢ଼େ ୮ଟାରେ ମନ୍ଦିର ଖୋଲିବା ପରେ କେଦାରନାଥଙ୍କ ଦର୍ଶନ କରିବେ। ନିଜର ବ୍ୟକ୍ତିଗତ ବିଶ୍ୱାସକୁ ନେଇ ସେ ଏହି ଯାତ୍ରା କରୁଛନ୍ତି। ଆଉ ସେଥିପାଇଁ ପାଦରେ ଚାଲି ଚାଲି ଏହି ଯାତ୍ରା କରିବାକୁ ନିଷ୍ପତ୍ତି ନେଇଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe