Advertisment

ଆଜି ପାକିସ୍ତାନ ଥରିଲା

ପେଶୱାର: ପାକିସ୍ତାନର ଉତ୍ତରପଶ୍ଚିମ ଅଞ୍ଚଳ ରେ ଥିବା ଖ୍ୱାଇବର ପଖାନ୍ତୁୱା ପ୍ରଦେଶରେ ଆଜି ଅନୁଭୁତ ହୋଇଛି ଭୁମିକମ୍ପ। ରିକ୍ଟର ସ୍କେଲରେ ଏହି ଭୁମିକମ୍ପର ତୀବ୍ରତା ଥିଲା ୫.୫ । ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା ତାଜିକିସ୍ତାନ ନିକଟବର୍ତ୍ତୀ ହିନ୍ଦୁକୋଶ ପର୍ବତମାଳା। ପେଶୱାର ସମେତ ମାଳାକଣ୍ଡ, ସ୍ୱାତ୍, ଉପର ଓ ନିମ୍ନ ଦୀର ଜିଲ୍ଲା ଗୁଡିକରେ ଏହାର ପ୍ରଭାବ ଅନୁଭୁତ ହୋଇଥିଲା। ତେବେ ଏଥିରେ କୌଣସି କ୍ଷୟକ୍ଷତି ଘଟିନାହିଁ। ଗତ ଶନିବାର ନେପାଳ ସମେତ ଭାରତ ଓ ଚୀନରେ ଯଥାକ୍ରମେ […]

ଅଦ୍ୟତନ ହୋଇଛି
ଆଜି ପାକିସ୍ତାନ ଥରିଲା

khyber pakhtunkhwa

Advertisment

ପେଶୱାର: ପାକିସ୍ତାନର ଉତ୍ତରପଶ୍ଚିମ ଅଞ୍ଚଳ ରେ ଥିବା ଖ୍ୱାଇବର ପଖାନ୍ତୁୱା ପ୍ରଦେଶରେ ଆଜି ଅନୁଭୁତ ହୋଇଛି ଭୁମିକମ୍ପ। ରିକ୍ଟର ସ୍କେଲରେ ଏହି ଭୁମିକମ୍ପର ତୀବ୍ରତା ଥିଲା ୫.୫ । ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା ତାଜିକିସ୍ତାନ ନିକଟବର୍ତ୍ତୀ ହିନ୍ଦୁକୋଶ ପର୍ବତମାଳା। ପେଶୱାର ସମେତ ମାଳାକଣ୍ଡ, ସ୍ୱାତ୍, ଉପର ଓ ନିମ୍ନ ଦୀର ଜିଲ୍ଲା ଗୁଡିକରେ ଏହାର ପ୍ରଭାବ ଅନୁଭୁତ ହୋଇଥିଲା। ତେବେ ଏଥିରେ କୌଣସି କ୍ଷୟକ୍ଷତି ଘଟିନାହିଁ। ଗତ ଶନିବାର ନେପାଳ ସମେତ ଭାରତ ଓ ଚୀନରେ ଯଥାକ୍ରମେ ୭.୯ ଓ ୭.୪ ତୀବ୍ରତାର ଭୁମିକମ୍ପ ହେବାର ତିନି ଦିନ ପରେ ଆଜି ପାକିସ୍ଥାନରେ ଏହି ଭୂ-କମ୍ପ ଅନୁଭୂତ ହୋଇଥିଲା। ଏହା ପୂର୍ବରୁ ୨୦୧୩ ମସିହାରେ ପାକିସ୍ତାନର ବେଲୁଚିସ୍ଥାନ ପ୍ରଦେଶରେ ବଡ ଧରଣର ଭୂମିକମ୍ପ ହୋଇଥିଲା। ଏଥିରେ ୫୦୦ରୁ ଅଧିକ ଲୋକ ମରିଥିଲେ। ତେବେ ୨୦୦୫ରେ ପାକିସ୍ତାନରେ ସବୁଠୁ ଭୟଙ୍କର ଭୁମିକମ୍ପ ହୋଇଥିଲା। ୭.୬ ତୀବ୍ରତା ବିଶିଷ୍ଠ ଏହି ଭୂମିକମ୍ପ ୭୩ହଜାର ଲୋକଙ୍କ ଜୀବନ ନେଇଯାଇଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe