Advertisment

ଚାଷୀ ଆନ୍ଦୋଳନକୁ ବିକ୍ରି କରି ଦେଇଛନ୍ତି ଅମରିନ୍ଦର: କେଜ୍ରିଓ୍ୱାଲ

ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରି ୧୯ ଦିନରେ ଆନ୍ଦୋଳନ ପହଞ୍ଚିଛି। ଆଜି ଅନଶନରେ ବସିଛନ୍ତି ଚାଷୀ। ହେଲେ ଆନ୍ଦୋଳନକୁ ସମର୍ଥନ କରୁଥିବା ଦୁଇ ପ୍ରମୁଖ ଦଳ କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟି ମଧ୍ୟରେ ବିବାଦ ଆରମ୍ଭ ହୋଇଯାଇଛି। ଯାହାକି ପୁଣି ଚାଷୀ ଆନ୍ଦୋଳନ ପଛରେ ରାଜନୀତିକ କେଁକୁ ପଦାରେ ପକାଇଛି। ଆପ୍ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ କହିଛନ୍ତି ମୁଁ ଆରମ୍ଭରୁ ଚାଷୀଙ୍କ ସହିତ ରହିଛି। ଦିଲ୍ଲୀ ଷ୍ଟାଡିୟମକୁ ଜେଲରେ ପରିଣତ […]

ଅଦ୍ୟତନ ହୋଇଛି
ଚାଷୀ ଆନ୍ଦୋଳନକୁ ବିକ୍ରି କରି ଦେଇଛନ୍ତି ଅମରିନ୍ଦର: କେଜ୍ରିଓ୍ୱାଲ

amarinder-kejriwal

Advertisment

ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରି ୧୯ ଦିନରେ ଆନ୍ଦୋଳନ ପହଞ୍ଚିଛି। ଆଜି ଅନଶନରେ ବସିଛନ୍ତି ଚାଷୀ। ହେଲେ ଆନ୍ଦୋଳନକୁ ସମର୍ଥନ କରୁଥିବା ଦୁଇ ପ୍ରମୁଖ ଦଳ କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟି ମଧ୍ୟରେ ବିବାଦ ଆରମ୍ଭ ହୋଇଯାଇଛି। ଯାହାକି ପୁଣି ଚାଷୀ ଆନ୍ଦୋଳନ ପଛରେ ରାଜନୀତିକ କେଁକୁ ପଦାରେ ପକାଇଛି।

Advertisment

ଆପ୍ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ କହିଛନ୍ତି ମୁଁ ଆରମ୍ଭରୁ ଚାଷୀଙ୍କ ସହିତ ରହିଛି। ଦିଲ୍ଲୀ ଷ୍ଟାଡିୟମକୁ ଜେଲରେ ପରିଣତ କରିବା ପାଇଁ କେନ୍ଦ୍ର ଅନୁମତି ମାଗିଥିଲା। ହେଲେ ସେ ଏହାକୁ ବିରୋଧ କରି ଅନୁମତି ଦେଇ ନାହାନ୍ତି ବୋଲି କହିଛନ୍ତି। ସେ ଚାଷୀଙ୍କ ସେବାଦାର ହୋଇ ସମର୍ଥନ କରୁଛନ୍ତି ବୋଲି କହିଛନ୍ତି।

ତେବେ କଂଗ୍ରେସ ନେତା ତଥା ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କୁ ଏହି ଅବସରରେ ସିଧା ଟାର୍ଗେଟ କରିଛନ୍ତି। ପୁଅକୁ ଇଡି ମାମଲାରୁ ରକ୍ଷା କରିବା ପାଇଁ କେନ୍ଦ୍ର ସହିତ ଅମରିନ୍ଦର ସେଟିଂ କରିଛନ୍ତି। ଏଭଳି କରି ଚାଷୀ ଆନ୍ଦୋଳନକୁ ବିକ୍ରି କରି ଦେଇଛନ୍ତି ବୋଲି କେଜ୍ରିଓ୍ୱାଲ କହିଛନ୍ତି।

Advertisment

ଅଧିକ ପଢ଼ନ୍ତୁ : କୃଷି ଆଇନରେ ସଂଶୋଧନ ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦେଲା ଆରଏସଏସ ସହ ଜଡିତ ସଂଗଠନ

Farmer Protest New Farmer Bill
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe