ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ଟମ୍ ୱଡ଼କ୍କନ ଆଜି ବିଜେପି ଅଧ୍ୟକ୍ଷ ଅମିତ ଶାହା ଓ କେନ୍ଦ୍ରୀୟ ମନ୍ତ୍ରୀ ସ୍ମୃତି ଇରାନିଙ୍କୁ ଇତିହାସ ପଢ଼ିବାକୁ କହିଛନ୍ତି। ସେ କହିଛନ୍ତି, “ ଏ ଦୁଇ ଜଣ ନେତାଙ୍କୁ କୌଣସି ପ୍ରଫେସରଙ୍କ ଦ୍ୱାରା ଇତିହାସ ପଢ଼ାଯିବା ଦରକାର। କାରଣ ସେମାନେ ଉଭୟ ଏ ବିଷୟରେ ଦୁର୍ବଳ ଅଟନ୍ତି।”
ବଡ଼କ୍କନ କହିଛନ୍ତି, “ଲୋକପ୍ରିୟତା ପାଇଁ ଆମେ ବିଶିଷ୍ଟ ବ୍ୟକ୍ତିଙ୍କୁ ସମାଲୋଚନା କରିଥାଉ। ଭାରତରେ ନେହେରୁ, ଗାନ୍ଧି ଓ ଅନ୍ୟ ବହୁ ନେତା ଦୂରଦର୍ଶୀ ଥିଲେ। ସେମାନେ ବିଶ୍ୱଦରବାରରେ ଦୃଢ଼ତାର ସହ ଭାରତର ପ୍ରତିନିଧିତ୍ୱ କରିଛନ୍ତି।”
ସେ କହିଛନ୍ତି,“ ବିଜେପି ଅଧ୍ୟକ୍ଷ ନେହେରୁଙ୍କୁ ନାମ ନେଇ କାହିଁକି ନେହେରୁଙ୍କ ଛବି ଖରାପ କରୁଛନ୍ତି। ଏହା ଦ୍ୱାରା ନେହେରୁଙ୍କ କିଛି କ୍ଷତି ହେବ ନାହିଁ। ଅମିତ ଶାହାଙ୍କ କ୍ଷତି ହେବ।”
ସେ ଆହୁରି କହିଛନ୍ତି, “ଅମିତ ଶାହା ଯଦି ତାଙ୍କ ନିଜର ପାର୍ଟି ଉପରେ ଫୋକସ ଦେଇ କାମ କରନ୍ତେ ତାହାହେଲେ ଭଲ ହୁଅନ୍ତା।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ବିବାହ ବିଷୟରେ ଜାଣିଦେବା ଡରରେ ପ୍ରେମିକାକୁ ମାରି ୫୦ ଖଣ୍ଡ କଲା ପ୍ରେମିକ
ପ୍ରେମିକା ସହ ଲିଭ୍-ଇନରେ ରହି ଝାଡ଼ଖଣ୍ଡରେ ଅନ୍ୟ ମହିଳାଙ୍କୁ ଲୁଚି ଲୁଚି କରିଥିଲା ବିବାହ। ଧରାପଡ଼ିଯିବା ଭୟରେ ପ୍ରେମିକାକୁ ହତ୍ୟା କରି ୫୦ ଖଣ୍ଡ କରିଦେଲା ନରହନ୍ତା ପ୍ରେମିକ।
National
NIA ପଞ୍ଝାରେ ରାୱଣ୍ଡାରେ ଗିରଫ ହୋଇଥିବା କୁଖ୍ୟାତ ଲସ୍କର ଆତଙ୍କବାଦୀ
ରାୱଣ୍ଡା ତଦନ୍ତକାରୀ ବ୍ୟୁରୋ(ଆରଆଇବି), ଇଣ୍ଟରପୋଲ ଓ ନ୍ୟାଶନାଲ ସେଣ୍ଟ୍ରାଲ ବ୍ୟୁରୋ(ଏନସିବି)ର ମିଳିତ ଉଦ୍ୟମରେ ସଲମାନକୁ ଗତକାଲି ରାୱଣ୍ଡାର ରାଜଧାନୀ କିଗାଲିକୁ ଗିରଫ କରାଯାଇଥିଲା।
National
ବଦଳିଲା ମମତାଙ୍କ ସ୍ୱର: କହିଲେ- ଆମେ କେନ୍ଦ୍ର ସହ ଅଛୁ
ସବୁ ପ୍ରସଙ୍ଗରେ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାରଙ୍କୁ ଟାର୍ଗେଟ କରୁଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସ୍ୱର ହଠାତ ବଦଳିଛି।
National
ମୁଖ୍ୟମନ୍ତ୍ରୀ ପଦ ବଦଳରେ ଏକନାଥଙ୍କୁ ମିଳିବ ତିନୋଟି ମନ୍ତ୍ରଣାଳୟ!
ମିଳିଥିବା ସୂତ୍ରରୁ ସୂଚନା ଅନୁସାରେ ଏକନାଥ ସିନ୍ଦେଙ୍କୁ ନଗର ଉନ୍ନୟନ ମନ୍ତ୍ରଣାଳୟ, ଜନସମ୍ପର୍କ ମନ୍ତ୍ରଣାଳୟ ଏବଂ ଜଳ ସମ୍ପଦ ମନ୍ତ୍ରଣାଳୟ ଦେଇପାରନ୍ତି କେନ୍ଦ୍ର ସରକାର।
National
ରାଜଧାନୀରେ ଭୟଙ୍କର ବିସ୍ଫୋରଣ, PVR ସିନେମା ନିକଟରେ ବ୍ଲାଷ୍ଟ
ଲୋକେ ଭୟଭୀତ ହୋଇ ପଡିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି।