ଶୁଟିଂ ମାମଲାରେ ଅର୍ଜୁନ ରଣତୁଙ୍ଗା ଗିରଫ

କଲୋମ୍ବ: ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର୍‌ ତଥା ବହିଷ୍କୃତ ତୈଳମନ୍ତ୍ରୀ ଅର୍ଜୁନ ରଣତୁଙ୍ଗାଙ୍କୁ ଆଜି ପୁଲିସ୍‌ ଗିରଫ କରିଛି। ଶ୍ରୀଲଙ୍କାରେ ଏବେ ରାଜନୀତିକ ସଙ୍କଟ ଦେଖାଯାଇଥିବା ବେଳେ ଏକ ଗୁଳିକାଣ୍ଡ ମାମଲାରେ ରଣତୁଙ୍ଗାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ତାଙ୍କ ଅଙ୍ଗରକ୍ଷୀଙ୍କ ଗୁଳିରେ ଗତକାଲି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଥିଲେ। ତାଙ୍କୁ କୋର୍ଟରେ ହାଜର କରାଯିବା ପରେ ଜେଲ୍‌ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି। ଶନିବାର ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ଶ୍ରୀଲଙ୍କାର ରାଷ୍ଟ୍ରପତି […]

ar

ar

Hemant Lenka
  • Published: Monday, 29 October 2018
  • Updated: 29 October 2018, 07:54 PM IST

Sports

Latest News

କଲୋମ୍ବ: ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର୍‌ ତଥା ବହିଷ୍କୃତ ତୈଳମନ୍ତ୍ରୀ ଅର୍ଜୁନ ରଣତୁଙ୍ଗାଙ୍କୁ ଆଜି ପୁଲିସ୍‌ ଗିରଫ କରିଛି। ଶ୍ରୀଲଙ୍କାରେ ଏବେ ରାଜନୀତିକ ସଙ୍କଟ ଦେଖାଯାଇଥିବା ବେଳେ ଏକ ଗୁଳିକାଣ୍ଡ ମାମଲାରେ ରଣତୁଙ୍ଗାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ତାଙ୍କ ଅଙ୍ଗରକ୍ଷୀଙ୍କ ଗୁଳିରେ ଗତକାଲି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଥିଲେ।

ତାଙ୍କୁ କୋର୍ଟରେ ହାଜର କରାଯିବା ପରେ ଜେଲ୍‌ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି।

ଶନିବାର ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ଶ୍ରୀଲଙ୍କାର ରାଷ୍ଟ୍ରପତି ମୈଥ୍ରୀପାଲ ସିରିସେନା ପ୍ରଧାନମନ୍ତ୍ରୀ ରାନୀଲ ବିକ୍ରମସିଂହେଙ୍କୁ ବହିଷ୍କାର କରିଥିଲେ। ଏଥିସହ ଶ୍ରୀଲଙ୍କାର କ୍ୟାବିନେଟ୍‌କୁ ଭାଙ୍ଗିଦେଇଥିଲେ। ଖାଲି ସେତିକି ନୁହେଁ, ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ସେଙ୍କୁ ନୂତନ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ହସ୍ତାନ୍ତର କରିଥିଲେ। ସେବେଠାରୁ ଶ୍ରୀଲଙ୍କାରେ ରାଜନୀତିକ ଅସ୍ଥିରତା ଦେଖାଦେଇଛି।

ବିଭିନ୍ନ ସ୍ଥାନରେ ପୁଲିସ୍‌ ଓ ସାଧାରଣ ଜନତା ମୁହାମୁହିଁ ହୋଇଛନ୍ତି। ରାଷ୍ଟ୍ରପତି କ୍ୟାବିନେଟ୍‌ ଭାଙ୍ଗିଦେଥିଲେ ହେଁ ବିକ୍ରମସିଂହେଙ୍କ ମନ୍ତ୍ରୀମାନେ ପୂର୍ବଭଳି ବିଭାଗ ମଧ୍ୟ ପ୍ରେବଶ କରିବାକୁ ଚେଷ୍ଟା କରୁଛନ୍ତି।ଏହାକୁ ନେଇ ବିକ୍ରମସିଂହେ ଓ ରାଜେପାକ୍ସେଙ୍କ ଗୋଷ୍ଠୀ ମୁହାଁମୁହିଁ ହେବାରେ ଲାଗିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story