ଆସନ୍ତାକାଲି ଶଶି କପୁରଙ୍କୁ ଦିଆଯିବ ଦାଦା ସାହେବ ଫାଲକେ ଆୱାର୍ଡ

ମୁମ୍ବାଇ: ବିଶିଷ୍ଟ ଅଭିନେତା ଶଶି କପୁରଙ୍କୁ ମେ’୧୦ ରେ ପ୍ରଦାନ କରାଯିବ ଦାଦା ସାହେବ ଫାଲକେ ଆୱାର୍ଡ । ପୃଥ୍ୱୀ ଥିଏଟରରେ ତାଙ୍କୁ ଏହି ପୁରସ୍କାର ଦିଆଯିବ। ଏଠାରେ ଶଶି କପୁରଙ୍କୁ ଏହି ଆୱାର୍ଡ ପ୍ରଦାନ କରିବେ କେନ୍ଦ୍ର ଅର୍ଥ ଓ ସୂଚନା, ପ୍ରସାରଣ ମନ୍ତ୍ରୀ ଅରୁଣ ଜେଟଲୀ । ମୁମ୍ବାଇରେ ଏହି ସମ୍ମାନ ଦିଆଯାଉଥିବାରୁ ଏହା ତାଙ୍କ ପରିବାର ପାଇଁ ସମ୍ମାନର ବିଷୟ ବୋଲି  ଶଶି କପୁରଙ୍କ ପୁଅ କୁନାଲ୍ କହିଛନ୍ତି ।  ଏହି କାର୍ଯ୍ୟକ୍ରମରେ ପୂରା କପୁର ଫେମିଲି ଉପସ୍ଥିତ ରହିବେ । ଏହି ଅବସରରେ  ଶଶି କପୁରଙ୍କ ଉପରେ ଏକ ଅଡିଓ ଭିଜୁଆଲ୍ ପ୍ରଦର୍ଶନ କରାଯିବ। କପୁର ପରିବାର ପକ୍ଷରୁ ଏହାକୁ ପ୍ରସ୍ତୁତ କରାଯାଇଛି।

ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିବାରୁ ସେ ରାଷ୍ଟ୍ରପତି ପ୍ରଣବ ମୂଖାର୍ଜଙ୍କ ହାତରୁ ଦାଦା ସାହେବେ ଫାଲକେ ଆୱାର୍ଡ ଗ୍ରହଣ କରିବାକୁ ଦିଲ୍ଲୀ ଯାଇପାରି ନଥିଲେ।

ଆହୁରି ପଢ଼ନ୍ତୁ

ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଆଣିଲେ ବିରୋଧୀ

ଡୋମିକିଲ ସାର୍ଟିଫିକେଟ ପାଇଁ ବଢ଼ୁଛି ଆବେଦନକାରୀଙ୍କ ସଂଖ୍ୟା

ପିଭିସି ପାଇପରେ ଡ୍ରଗ୍ସ ପଠାଇଥାନ୍ତା ପାକିସ୍ତାନ, ଯୋଜନା ପଣ୍ଡ କଲା ବିଏସଏଫ୍

କରୋନା ଲଢ଼େଇରେ ବିଜୟୀ ହେଲେ ଶତାୟୁ ମହିଳା

ରାଜ୍ୟସଭାରେ କୃଷି ବିଲ୍ ପାରିତ: ରୁଲ୍ ବୂୁକ୍ ଚିରିଲେ, ମାଇକ ଭାଙ୍ଗିଲେ ବିରୋଧୀ

ରାଜ୍ୟସଭାରେ କୃଷି ବିଲ୍‌ ପାରିତ

ଆସୁଛି ‘ଫେଲୁଦା’, କମ୍‌ ଖର୍ଚ୍ଚରେ ଅଧାଘଣ୍ଟାରେ ହେବ କୋଭିଡ୍ ଟେଷ୍ଟ୍

୨୪ ବର୍ଷ ପରେ ରାଜ୍ୟସଭାର ସାଂସଦ ଭାବରେ ଶପଥ ନେଲେ ଦେବଗୌଡ଼ା

ପୁଲିସ ଗୁଳିରେ ଦୁଇ ମାଓବାଦୀ ମୃତ

ସୁଶାନ୍ତ ସିଂହ ରାଜପୁତଙ୍କ ଭିସେରାକୁ ଭଲ ଭାବରେ ସଂରକ୍ଷିତ କରାଯାଇନି !

ଅନୁରାଗ କଶ୍ୟପଙ୍କ ନାମରେ ଯୌନ ନିର୍ଯାତନା ଅଭିଯୋଗ

କରୋନାରେ ପ୍ରଭାବିତ ୧୦ ରାଜ୍ୟ ମଧ୍ୟରେ ଓଡ଼ିଶା