Advertisment

ଆସନ୍ତାକାଲି ଶଶି କପୁରଙ୍କୁ ଦିଆଯିବ ଦାଦା ସାହେବ ଫାଲକେ ଆୱାର୍ଡ

ମୁମ୍ବାଇ: ବିଶିଷ୍ଟ ଅଭିନେତା ଶଶି କପୁରଙ୍କୁ ମେ’୧୦ ରେ ପ୍ରଦାନ କରାଯିବ ଦାଦା ସାହେବ ଫାଲକେ ଆୱାର୍ଡ । ପୃଥ୍ୱୀ ଥିଏଟରରେ ତାଙ୍କୁ ଏହି ପୁରସ୍କାର ଦିଆଯିବ। ଏଠାରେ ଶଶି କପୁରଙ୍କୁ ଏହି ଆୱାର୍ଡ ପ୍ରଦାନ କରିବେ କେନ୍ଦ୍ର ଅର୍ଥ ଓ ସୂଚନା, ପ୍ରସାରଣ ମନ୍ତ୍ରୀ ଅରୁଣ ଜେଟଲୀ । ମୁମ୍ବାଇରେ ଏହି ସମ୍ମାନ ଦିଆଯାଉଥିବାରୁ ଏହା ତାଙ୍କ ପରିବାର ପାଇଁ ସମ୍ମାନର ବିଷୟ ବୋଲି  ଶଶି କପୁରଙ୍କ ପୁଅ କୁନାଲ୍ କହିଛନ୍ତି ।  ଏହି କାର୍ଯ୍ୟକ୍ରମରେ […]

ଆସନ୍ତାକାଲି ଶଶି କପୁରଙ୍କୁ ଦିଆଯିବ ଦାଦା ସାହେବ ଫାଲକେ ଆୱାର୍ଡ

shashikapoor

Advertisment

ମୁମ୍ବାଇ: ବିଶିଷ୍ଟ ଅଭିନେତା ଶଶି କପୁରଙ୍କୁ ମେ’୧୦ ରେ ପ୍ରଦାନ କରାଯିବ ଦାଦା ସାହେବ ଫାଲକେ ଆୱାର୍ଡ । ପୃଥ୍ୱୀ ଥିଏଟରରେ ତାଙ୍କୁ ଏହି ପୁରସ୍କାର ଦିଆଯିବ। ଏଠାରେ ଶଶି କପୁରଙ୍କୁ ଏହି ଆୱାର୍ଡ ପ୍ରଦାନ କରିବେ କେନ୍ଦ୍ର ଅର୍ଥ ଓ ସୂଚନା, ପ୍ରସାରଣ ମନ୍ତ୍ରୀ ଅରୁଣ ଜେଟଲୀ । ମୁମ୍ବାଇରେ ଏହି ସମ୍ମାନ ଦିଆଯାଉଥିବାରୁ ଏହା ତାଙ୍କ ପରିବାର ପାଇଁ ସମ୍ମାନର ବିଷୟ ବୋଲି  ଶଶି କପୁରଙ୍କ ପୁଅ କୁନାଲ୍ କହିଛନ୍ତି ।  ଏହି କାର୍ଯ୍ୟକ୍ରମରେ ପୂରା କପୁର ଫେମିଲି ଉପସ୍ଥିତ ରହିବେ । ଏହି ଅବସରରେ  ଶଶି କପୁରଙ୍କ ଉପରେ ଏକ ଅଡିଓ ଭିଜୁଆଲ୍ ପ୍ରଦର୍ଶନ କରାଯିବ। କପୁର ପରିବାର ପକ୍ଷରୁ ଏହାକୁ ପ୍ରସ୍ତୁତ କରାଯାଇଛି।

Advertisment

ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିବାରୁ ସେ ରାଷ୍ଟ୍ରପତି ପ୍ରଣବ ମୂଖାର୍ଜଙ୍କ ହାତରୁ ଦାଦା ସାହେବେ ଫାଲକେ ଆୱାର୍ଡ ଗ୍ରହଣ କରିବାକୁ ଦିଲ୍ଲୀ ଯାଇପାରି ନଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe