ସୁପର ପାୱାର ମାନଙ୍କୁ ଉଚିତ ଜବାବ ଦେବାକୁ ଭାରତ ପ୍ରସ୍ତୁତ: ପ୍ରତିରକ୍ଷା ମନ୍ତ୍ରୀ

ବେଙ୍ଗାଲୁରୁ: ଚାଇନା ସହ ଦୀର୍ଘ ୮ ମାସ ହେଲା ଜାରି ରହିଥିବା ତିକ୍ତତା ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବଡ଼ ବୟାନ ଦେଇଛନ୍ତି। ଭାରତ କେବେ ହେଲେ ଯୁଦ୍ଧ ଚାହେଁନାହିଁ। କିନ୍ତୁ ଯଦି କୌଣସି ସୁପର ପାୱାର ଦେଶର ଜାତୀୟ ଏକତା ଓ ଶାନ୍ତିକୁ ଭଙ୍ଗ କରିବାକୁ ଚେଷ୍ଟା କରିବ, ତା’ହେଲେ ଦେଶର ଯବାନମାନେ ଏହାର ଉଚିତ ଜବାବ ଦେବାକୁ ସକ୍ଷମ ବୋଲି ଶ୍ରୀ ସିଂହ କହିଛନ୍ତି। ସେ ଆହୁରି କହିଛନ୍ତି, ଆମେ କେବେ ହେଲେ […]

ft

ft

Hemant Lenka
  • Published: Friday, 15 January 2021
  • Updated: 15 January 2021, 12:02 PM IST

Sports

Latest News

ବେଙ୍ଗାଲୁରୁ: ଚାଇନା ସହ ଦୀର୍ଘ ୮ ମାସ ହେଲା ଜାରି ରହିଥିବା ତିକ୍ତତା ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବଡ଼ ବୟାନ ଦେଇଛନ୍ତି। ଭାରତ କେବେ ହେଲେ ଯୁଦ୍ଧ ଚାହେଁନାହିଁ। କିନ୍ତୁ ଯଦି କୌଣସି ସୁପର ପାୱାର ଦେଶର ଜାତୀୟ ଏକତା ଓ ଶାନ୍ତିକୁ ଭଙ୍ଗ କରିବାକୁ ଚେଷ୍ଟା କରିବ, ତା’ହେଲେ ଦେଶର ଯବାନମାନେ ଏହାର ଉଚିତ ଜବାବ ଦେବାକୁ ସକ୍ଷମ ବୋଲି ଶ୍ରୀ ସିଂହ କହିଛନ୍ତି।

ସେ ଆହୁରି କହିଛନ୍ତି, ଆମେ କେବେ ହେଲେ ଯୁଦ୍ଧ ଚାହିଁନାହୁଁ। ଆମେ ସର୍ବଦା ସମସ୍ତଙ୍କ ସୁରକ୍ଷା ଓ ସୁରକ୍ଷିତ ପରିବେଶ ସପକ୍ଷରେ ରହିଛୁ। ଆମ ଜାତୀୟତାକୁ ଯଦି କେହି କ୍ଷତି ପହଞ୍ଚାଇବାକୁ ଚାହେଁ, ତା’ହେଲେ ଆମ ସୈନ୍ୟମାନେ ତା’କୁ ଉପଯୁକ୍ତ ଜବାବ ଦେବାକୁ ସର୍ବଦା ସକ୍ଷମ।

ଭାରତ ସବୁବେଳେ ପଡ଼ୋଶୀଙ୍କ ସହ ବନ୍ଧୁତା ଓ ଶାନ୍ତିପୂର୍ଣ୍ଣ ପରିବେଶ ପ୍ରତିଷ୍ଠା କରିବାକୁ ଚାହେଁ। କାରଣ ବନ୍ଧୁତା ଓ ଶାନ୍ତି ପ୍ରତିଷ୍ଠା ଆମ ରକ୍ତ ଏବଂ ସଂସ୍କୃତିରେ ରହିଛି ବୋଲି ସେ କହିଛନ୍ତି।

୫ମ ଆର୍ମଡ ଫୋର୍ସ ଭେଟରାନ ଦିବସରେ ଶ୍ରୀ ସିଂହ ଚାଇନା ସହ ଚାଲିଥିବା ବିବାଦ ସମ୍ପର୍କରେ କହିଛନ୍ତି, ଭାରତୀୟ ଯବାନମାନେ ବୀରତ୍ୱ ଓ ଧୈର୍ଯ୍ୟର ପରିଚୟ ଦେଇଛନ୍ତି। ଯଦି ଏହାକୁ ସାର୍ବଜନୀନ କରାଯିବ, ତା’ହେଲେ ପ୍ରତିଟି ଭାରତୀୟ ଆମ ଯବାନମାନଙ୍କ ପାଇଁ ଗର୍ବ ଅନୁଭବ କରିବେ। ପାକିସ୍ତାନ ମାଟିର ଆତଙ୍କବାଦୀଙ୍କୁ ମଧ୍ୟ ଭାରତୀୟ ଯବାନ ବେଶ ସଫଳତାର ସହ ଖତମ କରିଥିବା ଶ୍ରୀ ସିଂହ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story