Advertisment

ଭାରତର ବିରୋଧ ସତ୍ତ୍ୱେ ପିଓକେରେ ଡ୍ୟାମ୍ କରିବ ଚୀନ

ବେଜିଂ: ଭାରତର କଡ଼ା ବିରୋଧ ସତ୍ତ୍ୱେ ଚୀନ ପାକ୍ ଅଧିକୃତ କାଶ୍କୀରରେ ଡ୍ୟାମ୍ କରିବ। ଚୀନର ସରକାରୀ କମ୍ପାନୀ ଶୁକ୍ରବାର ଡ୍ୟାମ୍ ନିର୍ମାଣ କରିବାକୁ ଘୋଷଣା କରିଛି। ଚୀନର ସବୁଠାରୁ ବଡ଼ ସରକାରୀ ହାଇଡ୍ରପାୱାର କମ୍ପାନୀ ମଧ୍ୟରୁ ସିଟିଜିସି ପିଓକେରେ ଡ୍ୟାମ୍ କରିବାକୁ ବୁଝମାଣା କରିଛି। ସିଟିଜିସି ଚୀନରେ ସବୁଠାରୁ ବଡ଼ ବନ୍ଧ ନିର୍ମାଣ କରିଛି। ଏବେ ଏହା ପିଓକେରେ କୋହାଳା ହାଇଡ୍ରପାୱାର ପ୍ରୋଜେକ୍ଟ କରିବାକୁ  ବୁଝାମଣା କରିଛି। ଝେଲମ୍ ନଦୀ ଉପରେ ଡ୍ୟାମଟି ନିର୍ମାଣ କରାଯିବ। […]

ଅଦ୍ୟତନ ହୋଇଛି
ଭାରତର ବିରୋଧ ସତ୍ତ୍ୱେ ପିଓକେରେ ଡ୍ୟାମ୍ କରିବ ଚୀନ

dam

Advertisment

ବେଜିଂ: ଭାରତର କଡ଼ା ବିରୋଧ ସତ୍ତ୍ୱେ ଚୀନ ପାକ୍ ଅଧିକୃତ କାଶ୍କୀରରେ ଡ୍ୟାମ୍ କରିବ। ଚୀନର ସରକାରୀ କମ୍ପାନୀ ଶୁକ୍ରବାର ଡ୍ୟାମ୍ ନିର୍ମାଣ କରିବାକୁ ଘୋଷଣା କରିଛି। ଚୀନର ସବୁଠାରୁ ବଡ଼ ସରକାରୀ ହାଇଡ୍ରପାୱାର କମ୍ପାନୀ ମଧ୍ୟରୁ ସିଟିଜିସି ପିଓକେରେ ଡ୍ୟାମ୍ କରିବାକୁ ବୁଝମାଣା କରିଛି।

Advertisment

ସିଟିଜିସି ଚୀନରେ ସବୁଠାରୁ ବଡ଼ ବନ୍ଧ ନିର୍ମାଣ କରିଛି। ଏବେ ଏହା ପିଓକେରେ କୋହାଳା ହାଇଡ୍ରପାୱାର ପ୍ରୋଜେକ୍ଟ କରିବାକୁ  ବୁଝାମଣା କରିଛି। ଝେଲମ୍ ନଦୀ ଉପରେ ଡ୍ୟାମଟି ନିର୍ମାଣ କରାଯିବ। ଏଥିରେ ୧୧୦୦ ମେଗାୱାଟ୍ ବିଜୁଳି ଉତ୍ପାଦନ ହେବ। ଏହି ପ୍ରୋଜେକ୍ଟ ପାଇଁ ୨.୪ ଆରବ ଡଲାର ଖର୍ଚ୍ଚ ହେବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe