/odisha-reporter/media/post_attachments/uploads/2015/10/women-officer-iaf_650x400_81444287804.jpg)
air
ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ପକ୍ଷରୁ ଆଜି ୮୩ତମ ବାୟୁସେନା ଦିବସ ପାଳିତ ହୋଇଯାଇଛି। ଦିଲ୍ଲୀସ୍ଥିତ ହିନ୍ଦୋନ୍ ଏୟାର ଫୋର୍ସ ବେସରେ ନିଜର ଗ୍ରାଣ୍ଡ ସେଲିବ୍ରେସନ କିରିଛି ଭାରତୀୟ ବାୟୁସେନା। ଏହି ଅବସରରେ ପ୍ରଥମ କରି ସୂର୍ଯ୍ୟ କିରନ ଏରୋବେଟିକ ଟିମ୍ ନିଜର କଳାର ପ୍ରଦର୍ଶନ କରିଥିଲେ। ଚାରିବର୍ଷ ପୂର୍ବେ ଏୟାରକ୍ରାଫଟ୍ ସର୍ଟେଜ ଯୋଗୁ ଏହି ସ୍କ୍ୱାର୍ଡନଟି ବ୍ୟାନ୍ ହୋଇଯାଇଥିଲା। ସେହିପରି ଆକାଶ ଗଙ୍ଗା ଏରୋବେଟିକ୍ ସ୍କାର୍ଡନ୍ ସାଜିଥିଲା ସ୍ୱତନ୍ତ୍ର ଆକର୍ଷଣ। ବାୟୁସେନା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ଏୟାର ଫୋର୍ସ ପର୍ସୋନେଲ୍ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
