ବିହାରରେ ଆରମ୍ଭ ହେଲା ‘ହର ଘର୍ ଦସ୍ତକ୍’ କାର୍ଯ୍ୟକ୍ରମ

ପାଟନା: ବିହାର ନିର୍ବାଚନକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଗୁରୁବାର ‘ହର ଘର୍ ଦସ୍ତକ୍’ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଜେଡିୟୁ ନେତା ସିଧାସଳଖ ୧୦ ହଜାର ମତଦାତାଙ୍କ ସମ୍ପର୍କରେ ଆସି ପାରିବେ। ଦଳର ପ୍ରଦେଶ ଅଧ୍ୟକ୍ଷ ନାରାୟଣ ସିଂ ପାଟନାର ଜେଡିୟୁ କାର୍ଯ୍ୟାଳୟରେ ଶୁଭାରମ୍ଭ କରିଥିଲେ । ପରେ ଶ୍ରୀ ସିଂ ଏବଂ ରାଜ୍ୟସଭା ସାଂସଦ ପବନ କୁମାର ବର୍ମା ରାଜପୁର ଅଞ୍ଚଳର ୧୦ଟି ଘରକୁ ଯାଇ ତାଙ୍କ ସରକାରଙ୍କୁ ଭୋଟ ଦେବା ପାଇଁ ନିବେଦନ କରିବେ। ଜେଡିୟୁ ନେତାମାନେ ଏକ ଟିମ୍ ଗଠନ କରି ନୀତିଶ କୁମାରଙ୍କ ସୁଶାସନ ସମ୍ପର୍କରେ ପ୍ରତି ଘରକୁ ଯାଇ ଲୋକଙ୍କୁ ବୁଝାଇବା ସହ ଭୋଟ୍ ଦେବା ପାଇଁ ଅନୁରୋଧ କରିବେ। ନିକଟରେ ଦଳ ନିର୍ବାଚନୀ ଗୀତର ଶୁଭାରମ୍ଭ ହୋଇଛି। ଏହି ନିର୍ବାଚନୀ ଗୀତ ଦଳର ମୋବାଇଲ୍ ରିଙ୍ଗଟୋନରେ ମାଧ୍ୟମରେ ପ୍ରଚାର କରିବେ। ଦୁଇଟି ପର୍ଯ୍ୟାୟ ୨ ଜୁଲାଇରୁ ୧୧ ଜୁଲାଇ ପର୍ଯ୍ୟନ୍ତ ପ୍ରଥମ ଓ ଜୁଲାଇ ୨୧ରୁ ଜୁଲାଇ ୩୦ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ଏହି ଅଭିଯାନ ଚାଲିବ ।

ଆହୁରି ପଢ଼ନ୍ତୁ

କାଲିଠାରୁ ଅନ୍ତର୍ଜାତୀୟ ବିମାନ ସେବା, ଏହି ସବୁ ସ୍ଥାନକୁ ଆରମ୍ଭ ହେବ ଉଡ଼ାଣ

ଗେହଲଟଙ୍କୁ ସମର୍ଥନ କରିବାକୁ କଂଗ୍ରେସ ବିଧାୟକଙ୍କୁ କହିଲେ ବିଜେପି ନେତ୍ରୀ!

ସବୁ ରେକର୍ଡ ଭାଙ୍ଗିଦେଲା ମହାରାଷ୍ଟ୍ର: ଦିନକରେ ୮,୬୪୧ ପଜିଟିଭ, ୨୬୬ ମୃତ

ଭଗବାନ ଦେତା ହୈ ତୋ ଛପର ଫାଡ୍‌ କେ ଦେତା ହୈ, ଲାଗିଗଲା ୧୫ କୋଟିର ଲଟେରୀ

ଜେଲରେ ବନ୍ଦୀ ଥିବା ବିପ୍ଳବୀ କବି ବରବରା ରାଓଙ୍କୁ କରୋନା

ହାତ-ପଦ୍ମ ବିନା ପାଇଲଟ୍‌ଙ୍କ ଫ୍ଲାଇଟ୍‌ କ୍ରାଶ କରିବନି ତ?

କରୋନା ମୁକାବିଲା ନେଇ ହାତ ଟେକିଦେଲେ ସରକାର, କହିଲେ ଭଗବାନ ହିଁ ଭରସା

ଚାଇନାକୁ ବିଶ୍ୱାସ କରିପାରୁନି ଭାରତ, ଆଲୋଚନା ପରେ ଆର୍ମି ଦେଲା ବଡ଼ ବୟାନ

ଅମିତ ଶାହଙ୍କୁ ଏମିତି ନିବେଦନ କଲେ ସୁଶାନ୍ତ ସିଂହ ରାଜପୁତଙ୍କ ଗର୍ଲଫ୍ରେଣ୍ଡ ରିୟା

ପୁଣି ନୂଆ ପିଟିସନ ଫାଇଲ କରିବେ ପାଇଲଟ କ୍ୟାମ୍ପ, କୋର୍ଟ ଦେଲେ ସମୟ

କୁଳଭୂଷଣ ଯାଦବଙ୍କୁ ମିଳିଲା ଦ୍ୱିତୀୟ କନସୁଲାର ଆସେସ୍‌, ଭାରତୀୟ ଅଧିକାରଙ୍କୁ କଲେ ସାକ୍ଷାତ

ଭାରତରେ ରେକର୍ଡ କଲା କରୋନା: ଦିନକରେ ୩୨ ହଜାରରୁ ଅଧିକ ପଜିଟିଭ,୬୦୬ ମୃତ