Advertisment

ବିମାନ ଉଡାଣରେ ବିଳମ୍ୱ ଘଟଣା: ଏୟାର ଇଣ୍ଡିଆ ବିରୋଧରେ ମାନହାନି ମାମଲା କରିବେ ଫଡନାବିସ୍

ନୂଆଦିଲ୍ଲୀ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସଙ୍କ ପାଇଁ ଏୟାର ଇଣ୍ଡିଆ ବିମାନ ଉଡାଣରେ ବିଳମ୍ୱ ହୋଇଥିବା ଖବର ପୁଣିଥରେ ଚର୍ଚ୍ଚା ପରିସରକୁ ଆସିଛି। ଆମେରିକା ଗସ୍ତରେ ଥିବା ଫଡ୍ ନାବିସ ଟୁଇଟ୍ କରି ଲେଖିଛନ୍ତି, ମୋ ପାଇଁ ବିମାନ ବିଳମ୍ୱରେ ଉଡାଣ କରି ନାହିଁ। ବିମାନରେ ବସିବା ପରେ ମୁଁ ପ୍ରତିନିଧିଦଳଙ୍କ ବିନା ଯାତ୍ରା କରିବି ନାହିଁ ବୋଲି କହିନାହିଁ। ଫଡନାବିସ୍ ଦାବି କରିଛନ୍ତି, ତାଙ୍କ ନିକଟରେ ବସିଥିବା ଲୋକେ କହି ପରିବେ ମୁଁ ନିଜ ସିଟରେ […]

ଅଦ୍ୟତନ ହୋଇଛି
ବିମାନ ଉଡାଣରେ ବିଳମ୍ୱ ଘଟଣା: ଏୟାର ଇଣ୍ଡିଆ ବିରୋଧରେ ମାନହାନି ମାମଲା କରିବେ ଫଡନାବିସ୍

devendra-fadnavis

Advertisment

ନୂଆଦିଲ୍ଲୀ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସଙ୍କ ପାଇଁ ଏୟାର ଇଣ୍ଡିଆ ବିମାନ ଉଡାଣରେ ବିଳମ୍ୱ ହୋଇଥିବା ଖବର ପୁଣିଥରେ ଚର୍ଚ୍ଚା ପରିସରକୁ ଆସିଛି। ଆମେରିକା ଗସ୍ତରେ ଥିବା ଫଡ୍ ନାବିସ ଟୁଇଟ୍ କରି ଲେଖିଛନ୍ତି, ମୋ ପାଇଁ ବିମାନ ବିଳମ୍ୱରେ ଉଡାଣ କରି ନାହିଁ। ବିମାନରେ ବସିବା ପରେ ମୁଁ ପ୍ରତିନିଧିଦଳଙ୍କ ବିନା ଯାତ୍ରା କରିବି ନାହିଁ ବୋଲି କହିନାହିଁ। ଫଡନାବିସ୍ ଦାବି କରିଛନ୍ତି, ତାଙ୍କ ନିକଟରେ ବସିଥିବା ଲୋକେ କହି ପରିବେ ମୁଁ ନିଜ ସିଟରେ ଚୁପ୍ ଚାପ୍ ହୋଇ ବସି ବିମାନ ଉଡାଣକୁ ଅପେକ୍ଷା କରିଥିଲି।

Advertisment

ଭାରତ ଫେରିବା ପରେ ଏୟାର ଇଣ୍ଡିଆ ବିରୋଧରେ ମାନହାନି ମାମଲା ଦାୟର କରିବି ବୋଲି ଫଡ୍ ନାବିସ୍ କହିଛନ୍ତି ।

ଫଡନାବିସଙ୍କ ପ୍ରମୁଖ ସଚିବ  ପ୍ରବୀଣ ପରିଦେଶୀଙ୍କ ଭିସାରେ କିଛି ତ୍ରୁଟି ଥିଲା। ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଜଣାଯିବାରୁ ସେ ତାଙ୍କ ପ୍ରତିନିଧିମଣ୍ଡଳୀର ଜଣେ ବରିଷ୍ଠ ସଦସ୍ୟଙ୍କୁ ଛାଡି  ବିମାନ  ଯାତ୍ରା କରିବେ ନାହିଁ ବୋଲି କହିଥିଲେ। ଫଳରେ ନ୍ୟୁୟର୍କ ଯିବାକୁ ଥିବା ବିମାନ ୫୭ ମିନିଟ୍ ବିଳମ୍ୱରେ ଉଡାଣ କରିଥିଲା ବୋଲି ଜଣାପଡିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe