Advertisment

ଗଣେଷ ଚତୁର୍ଥୀରେ ବିରିୟାନୀ ବିକ୍ରି ମନା

କାଞ୍ଚିପୁରମ: ତାମିଲନାଡ଼ୁର କାଞ୍ଚିପୁରମ ପୁଲିସ ଗଣେଷ ଚୁର୍ଥୀ ଅବସରରେ ବିରିୟାନୀ ଦୋକାନ ବନ୍ଦ କରିବାକୁ  ନିର୍ଦ୍ଦେଶନାମା ଜାରି କରିଛି। ଶିଭାକାଞ୍ଚି ଟାଉନର  ସବୁ ବିରିୟାନୀ ଦୋକାନ ବନ୍ଦ କରିବାକୁ  ପୁଲିସ ନିର୍ଦ୍ଦେଶ ଦେଇଛି।  ଆସନ୍ତା ସେପ୍ଟେମ୍ବର ୨ ଏବଂ ୪ ତାରିଖରେ ଏହି ଦୋକାନ ବନ୍ଦ ରହିବ।  କାରଣ ଏହି ଦିନ ଗଣେଷ ଠାକୁରଙ୍କ ଭଷାଣି ପାଇଁ ଶୋଭାଯାତ୍ରା ଯାତ୍ରା ବାହାରିବ। ତେଣୁ  କାଞ୍ଚିପୁରମ ବି-ୱାନ୍‌ ପୁଲିସ ଷ୍ଟେସନ ପକ୍ଷରୁ ବିରିୟାନୀ ଦୋକାନ ବନ୍ଦ ନେଇ କଟକଣା […]

ଅଦ୍ୟତନ ହୋଇଛି
ଗଣେଷ ଚତୁର୍ଥୀରେ ବିରିୟାନୀ ବିକ୍ରି ମନା

ganesh-puja

Advertisment

କାଞ୍ଚିପୁରମ: ତାମିଲନାଡ଼ୁର କାଞ୍ଚିପୁରମ ପୁଲିସ ଗଣେଷ ଚୁର୍ଥୀ ଅବସରରେ ବିରିୟାନୀ ଦୋକାନ ବନ୍ଦ କରିବାକୁ  ନିର୍ଦ୍ଦେଶନାମା ଜାରି କରିଛି। ଶିଭାକାଞ୍ଚି ଟାଉନର  ସବୁ ବିରିୟାନୀ ଦୋକାନ ବନ୍ଦ କରିବାକୁ  ପୁଲିସ ନିର୍ଦ୍ଦେଶ ଦେଇଛି।  ଆସନ୍ତା ସେପ୍ଟେମ୍ବର ୨ ଏବଂ ୪ ତାରିଖରେ ଏହି ଦୋକାନ ବନ୍ଦ ରହିବ।  କାରଣ ଏହି ଦିନ ଗଣେଷ ଠାକୁରଙ୍କ ଭଷାଣି ପାଇଁ ଶୋଭାଯାତ୍ରା ଯାତ୍ରା ବାହାରିବ। ତେଣୁ  କାଞ୍ଚିପୁରମ ବି-ୱାନ୍‌ ପୁଲିସ ଷ୍ଟେସନ ପକ୍ଷରୁ ବିରିୟାନୀ ଦୋକାନ ବନ୍ଦ ନେଇ କଟକଣା ଜାରି କରାଯାଇଛି।  ଚଳିତ ବର୍ଷ ଏଠାରେ ୧୦ ଦିନିଆ ଗଣେଶ ପୂଜା ପାଳନ କରାଯାଉଛି।  ଆସନ୍ତା ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୯ ପର୍ଯ୍ୟନ୍ତ ଏହି ପୂଜା ସେଲିବ୍ରେସନ ଚାଲିବ।

Advertisment

ସୂଚନା ଯୋଗ୍ୟ ଯେ, କରୋନା କଟକଣା ଯୋଗୁ ଗତ ୨ ବର୍ଷ ହେବ ଗଣେଷ ପୂଜା ପାଳନରେ ଫିକା ପଡ଼ିଥିଲା।  ସମସ୍ତେ ନିଜ ନିଜ ଘରେ ଗଣେଷ ପୂଜା କରିଥିଲେ। ପୂଜା ଆୟୋଜନ ଉପରେ ପ୍ରତିବନ୍ଧକ ଲଗାଯାଇଥିବାରୁ ମାହୋଲ ଫିକା ପଡ଼ିଥିଲା। ହେଲେ ଏଥର କରନାର ପ୍ରଭାବ ସେତେ ନଥିବାରୁ ଜାକଜକମରେ  ପୂଜା କରାଯାଉଛି। ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe