Advertisment

ବୟସ୍କଙ୍କୁ ଟ୍ୟାକ୍ସ ଛାଡ଼, ଅଡିଟ୍‌ ଛାଡ଼ କାରବାର ପାଇଁ ନୂଆ ଘୋଷଣା

ନୂଆଦିଲ୍ଲୀ: ଚଳିତ ସାଧାରଣ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଟ୍ୟାକ୍ସ କ୍ଷେତ୍ରକୁ ନେଇ ବଡ ଘୋଷଣା କରିଛନ୍ତି। ଆୟକର ରିଟର୍ଣ୍ଣ ଛାଡ ପାଇଁ ନୂଆ ନିୟମ ଲାଗୁଛି। ଟ୍ୟାକ୍ସ ଏବଂ ଅଡିଟ୍‌କୁ ନେଇ ଚଳିତ ବଜେଟ୍‌ରେ କ’ଣ ସବୁ ଘୋଷଣା ହୋଇଛି ଆସନ୍ତୁ ଜାଣିବା। ବରିଷ୍ଠ ନାଗରିକଙ୍କ ପାଇଁ ଟିକସ କ୍ଷେତ୍ରରେ ବଡ଼ ରିହାତି ୭୫ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଆୟକର ରିଟର୍ଣ୍ଣ ଛାଡ଼ କେବଳ ପେନସନରେ ବଞ୍ଚୁଥିବା ବରିଷ୍ଠ ନାଗରିକଙ୍କୁ ରିଟର୍ଣ୍ଣ ମନା ପ୍ରତିଷ୍ଠା […]

author-image
Madhupriya Mistry
ଅଦ୍ୟତନ ହୋଇଛି
ବୟସ୍କଙ୍କୁ ଟ୍ୟାକ୍ସ ଛାଡ଼, ଅଡିଟ୍‌ ଛାଡ଼ କାରବାର ପାଇଁ ନୂଆ ଘୋଷଣା

Tax return

ନୂଆଦିଲ୍ଲୀ: ଚଳିତ ସାଧାରଣ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଟ୍ୟାକ୍ସ କ୍ଷେତ୍ରକୁ ନେଇ ବଡ ଘୋଷଣା କରିଛନ୍ତି। ଆୟକର ରିଟର୍ଣ୍ଣ ଛାଡ ପାଇଁ ନୂଆ ନିୟମ ଲାଗୁଛି। ଟ୍ୟାକ୍ସ ଏବଂ ଅଡିଟ୍‌କୁ ନେଇ ଚଳିତ ବଜେଟ୍‌ରେ କ'ଣ ସବୁ ଘୋଷଣା ହୋଇଛି ଆସନ୍ତୁ ଜାଣିବା।

Advertisment
  • ବରିଷ୍ଠ ନାଗରିକଙ୍କ ପାଇଁ ଟିକସ କ୍ଷେତ୍ରରେ ବଡ଼ ରିହାତି
  • ୭୫ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଆୟକର ରିଟର୍ଣ୍ଣ ଛାଡ଼
  • କେବଳ ପେନସନରେ ବଞ୍ଚୁଥିବା ବରିଷ୍ଠ ନାଗରିକଙ୍କୁ ରିଟର୍ଣ୍ଣ ମନା
  • ପ୍ରତିଷ୍ଠା ହେବ ନେସନାଲ ଫେସ୍‌ଲେସ୍‌ ଇନକମ ଟ୍ୟାକ୍ସ ଆପିଲେଟ ଟ୍ରିବ୍ୟୁନାଲ
  • ଏଣିକି ୧୦ କୋଟି କାରବାର ଥିବା କଂପାନୀ ପାଇଁ ଅଡିଟ ଅନାବଶ୍ୟକ
  • ଅଡିଟ ଛାଡ଼ କାରବାର ପରିମାଣ ୫ କୋଟିରୁ ୧୦ କୋଟିକୁ ବୃଦ୍ଧି
  • ବୀମା କ୍ଷେତ୍ରରେ ୭୪% FDI ପାଇଁ ବଜେଟରେ ଘୋଷଣା
  • ବୀମା କ୍ଷେତ୍ରରେ FDI ୪୯%ରୁ ୭୪% ବୃଦ୍ଧି ପାଇଁ ଘୋଷଣା
  • LICରେ ପୁଞ୍ଜିନିବେଶ ପାଇଁ ଆଇପିଓ ଆସିବ
  • ୨ଟି ପବ୍ଲିକ ସେକ୍ଟର ବ୍ୟାଙ୍କରୁ ପୁଞ୍ଜି ପ୍ରତ୍ୟାହାର ହେବ
Union Budget 2021