କ'ଣ ଶସ୍ତା ହେଲା, କ'ଣ ମହଙ୍ଗା, ଜାଣନ୍ତୁ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ସଂସଦରେ ଚଳିତ ବର୍ଷର ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି। ଚଳିତ ଦଶନ୍ଧିର ପ୍ରଥମ ପେପରଲେସ ବଜେଟ୍‌ ଉପସ୍ଥାପନ ହୋଇଛି। ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ଉପସ୍ଥାପନ କରୁଥିବା ୨୦୨୧-୨୨ ବଜେଟ୍‌ ଭଳି ବଜେଟ୍‌କୁ ‘ପୂର୍ବରୁ କେବେ ଉସ୍ଥାପିତ ହୋଇ ନ ଥିବା କିମ୍ବା ‘ମିନି ବଜେଟ୍‌ସ୍‌’ ବୋଲି କୁହାଯାଉଛି। ବଜେଟରେ ବିଭିନ୍ନ କ୍ଷେତ୍ର ପାଇଁ ବ୍ୟାପକ ପ୍ୟାକେଜ ମଧ୍ୟ ଘୋଷଣା ହୋଇଛି। ତେବେ ଚଳିତ ବର୍ଷର ବଜେଟରେ କ’ଣ ଶସ୍ତା ହୋଇଛି ଆଉ […]

gold

gold

Madhupriya Mistry
  • Published: Monday, 01 February 2021
  • Updated: 01 February 2021, 03:30 PM IST

Sports

Latest News

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ସଂସଦରେ ଚଳିତ ବର୍ଷର ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି। ଚଳିତ ଦଶନ୍ଧିର ପ୍ରଥମ ପେପରଲେସ ବଜେଟ୍‌ ଉପସ୍ଥାପନ ହୋଇଛି। ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ଉପସ୍ଥାପନ କରୁଥିବା ୨୦୨୧-୨୨ ବଜେଟ୍‌ ଭଳି ବଜେଟ୍‌କୁ ‘ପୂର୍ବରୁ କେବେ ଉସ୍ଥାପିତ ହୋଇ ନ ଥିବା କିମ୍ବା ‘ମିନି ବଜେଟ୍‌ସ୍‌’ ବୋଲି କୁହାଯାଉଛି। ବଜେଟରେ ବିଭିନ୍ନ କ୍ଷେତ୍ର ପାଇଁ ବ୍ୟାପକ ପ୍ୟାକେଜ ମଧ୍ୟ ଘୋଷଣା ହୋଇଛି। ତେବେ ଚଳିତ ବର୍ଷର ବଜେଟରେ କ'ଣ ଶସ୍ତା ହୋଇଛି ଆଉ କ'ଣ ମହଙ୍ଗା, ଆସନ୍ତୁ ଜାଣିବା

ମହଙ୍ଗା:- ବିଦ୍ୟୁତ ଉପକରଣ, ମୋବାଇଲ ଫୋନ, ମୋବାଇଲ ଚାର୍ଜର, ରତ୍ନ ପଥର, ସୋଲାର ଇନଭର୍ଟର, କଟନ୍ ପୋଷାକ, ସିଲ୍କ ପୋଷାକ, ବିଦେଶୀ ଅଟୋ ପାର୍ଟସ, ବିଦେଶୀ ଖାଦ୍ୟ ତୈଳ, ପେଟ୍ରୋଲ ଓ ଡିଜେଲ୍, ମଦ

ଶସ୍ତା:- ଲୁହା, ଷ୍ଟିଲ, ନାଇଲନ୍‌ ପୋଷାକ, ତମ୍ବା, ବୀମା, ଜୋତା, ସୋଲାର ଲଣ୍ଠନ, କପର୍ ସ୍କ୍ରାପ୍, ସୁନା, ରୁପା

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story