ଶାରଦା ଚିଟଫଣ୍ଡ ଘୋଟାଲା: ଭୋଡାଫୋନ ଓ ଏୟାରଟେଲ ବିରୋଧରେ ସୁପ୍ରିମକୋର୍ଟ ଗଲା ସିବିଆଇ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଶାରଦା ଚିଟଫଣ୍ଡ ଘୋଟାଲା ମାମଲାରେ ତଦନ୍ତରେ ସହଯୋଗ କରନୁଥିବା ଦର୍ଶାଇ ଟେଲିକମ କମ୍ପାନୀ ଭୋଡାଫୋନ ଓ ଏୟାରଟେଲ ବିରୋଧରେ ସିବିଆଇ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛି। ସୂଚନାଯୋଗ୍ୟ, କୋଲକାତା ପୋଲିସ କମିଶନର ରାଜୀବ କୁମାର ଏହି ଦୁଇ ଟେଲିକମ କମ୍ପାନୀ ଜରିଆରେ ଅନେକ ଫୋନ କଲ କରିଥିବା ଜଣାପଡ଼ିଛି। ପଶ୍ଚିମବଙ୍ଗରେ ଏହି ଚିଟଫଣ୍ଡ ଘୋଟାଲା ସାମ୍ନାକୁ ଆସିବା ପରେ ରାଜ୍ୟ ସରକାର ଏସଟିଏଫ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଯାହାର ମୁଖ୍ୟ ଥିଲେ ରାଜୀବ କୁମାର। ତେବେ […]

cbi

cbi

Subhransu Sekhar
  • Published: Thursday, 28 March 2019
  • Updated: 28 March 2019, 10:24 AM IST

Sports

Latest News

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଶାରଦା ଚିଟଫଣ୍ଡ ଘୋଟାଲା ମାମଲାରେ ତଦନ୍ତରେ ସହଯୋଗ କରନୁଥିବା ଦର୍ଶାଇ ଟେଲିକମ କମ୍ପାନୀ ଭୋଡାଫୋନ ଓ ଏୟାରଟେଲ ବିରୋଧରେ ସିବିଆଇ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛି।
ସୂଚନାଯୋଗ୍ୟ, କୋଲକାତା ପୋଲିସ କମିଶନର ରାଜୀବ କୁମାର ଏହି ଦୁଇ ଟେଲିକମ କମ୍ପାନୀ ଜରିଆରେ ଅନେକ ଫୋନ କଲ କରିଥିବା ଜଣାପଡ଼ିଛି। ପଶ୍ଚିମବଙ୍ଗରେ ଏହି ଚିଟଫଣ୍ଡ ଘୋଟାଲା ସାମ୍ନାକୁ ଆସିବା ପରେ ରାଜ୍ୟ ସରକାର ଏସଟିଏଫ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଯାହାର ମୁଖ୍ୟ ଥିଲେ ରାଜୀବ କୁମାର। ତେବେ ତଦନ୍ତ ବେଳେ ଅନେକ ପ୍ରମାଣ ନଷ୍ଟ କରିଦିଆଯାଇଥିବା ଜଣାପଡ଼ିଥିଲା। ଯେଉଁଥିରେ ତଦନ୍ତ ଅଧିକାରୀ ରାଜୀବ କୁମାରଙ୍କର ସହଯୋଗ ରହିଛି ବୋଲି ସିବିଆଇ ଜାଣିବାକୁ ପାଇଥିଲା। ଏହି ଘୋଟାଲାରେ ଶାସକ ତୃଣମୁଳ କଂଗ୍ରେସର ଅନେକ ନେତା ସାମିଲ ଥିବା ଜଣାପଡ଼ିଛି।
ତେବେ ରାଜୀବ କୁମାର ଏହି ତଦନ୍ତ କରୁଥିବାବେଳେ କାହାକାହା ଯୋଗାଯୋଗରେ ଥିଲେ ଏବଂ କିଏ ତାଙ୍କୁ ପ୍ରମାଣ ନଷ୍ଟ ପାଇଁ ପ୍ରବର୍ତ୍ତାଇଛି ବୋଲି ଜାଣିବାକୁ ଚେଷ୍ଟା କରିଛି ସିବିଆଇ। ରାଜୀବ କୁମାର ତଦନ୍ତ କରୁଥିବାବେଳେ ଭୋଡାଫୋନ ଓ ଏୟାରଟେଲ ସିମ୍ ବ୍ୟବହାର କରୁଥିବା ଜଣାପଡ଼ିବା ପରେ କଲ ଡିଟେଲ୍ସ ପାଇଁ ଏହି ଦୁଇକମ୍ପାନୀକୁ ସିବିଆଇ ପ୍ରମାଣ ମାଗିଛି। ହେଲେ ଏହି ଦୁଇ କମ୍ପାନୀ ତଥ୍ୟ ଦେଉନଥିବା ସିବିଆଇ କୋର୍ଟରେ ଦର୍ଶାଇଛି।
 ସେପଟେ ମଙ୍ଗଳବାର ସିବିଆଇ ଶାରଦା ଘୋଟାଲା ତଦନ୍ତର ଷ୍ଟାଟସ୍ ରିପୋର୍ଟ ସୁପ୍ରିମକୋର୍ଟରେ ଦାଖଲ କରିଛି। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ ରିପୋର୍ଟ ଦେଖିବାପରେ ସିବିଆଇକୁ ଶ୍ରୀ କୁମାରଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆବେଦନ ଦାଖଲ କରିବାକୁ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story