/odisha-reporter/media/post_attachments/uploads/2020/07/Rajesh-Bhushan-800x445-1.jpg)
Rajesh-Bhushan-800x445
ନୂଆଦିଲ୍ଲୀ: କରୋନା ଅପଡେଟ ନେଇ କେନ୍ଦ୍ର ସରକାରଙ୍କ ପ୍ରେସମିଟ୍ । ସଠିକ ଟ୍ରେସିଂ ଓ ଟେଷ୍ଟିଂ ଉପରେ ଗୁରୁତ୍ୱ ଦେଲେ ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ। ତୁରନ୍ତ ରେଜଲ୍ଟ ପାଇଁ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ କରାଯାଉଛି । ଅନେକ ଲକ୍ଷଣ ଥିବା ବ୍ୟକ୍ତିଙ୍କ ଆଣ୍ଟିଜେନ୍ ରିପୋର୍ଟ ନେଗେଟିଭ ଆସୁଛି । ଲକ୍ଷଣଯୁକ୍ତ ଆଣ୍ଟିଜେନ୍ ନେଗେଟିଭ ବ୍ୟକ୍ତିଙ୍କ ପୁନଃ ଟେଷ୍ଟ କରାଯିବା ଜରୁରୀ । ଲକ୍ଷଣଯୁକ୍ତ ନେଗେଟିଭ ବ୍ୟକ୍ତିଙ୍କ ଆରଟିପିସିଆର ଟେଷ୍ଟ କରାଯିବା ଜରୁରୀ । ନହେଲେ ସଂପୃକ୍ତ ବ୍ୟକ୍ତି ସୁପର ସ୍ପ୍ରେଡର ହୋଇଯାଇପାରନ୍ତି- ବୋଲି ରାଜେଶ ଭୂଷଣ କହିଛନ୍ତି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
