Advertisment

୩ଜଣଙ୍କୁ ରସାୟନ ବିଜ୍ଞାନରେ ନୋବେଲ

ୱାଶିଂଟନ୍‌(ଓଡ଼ିଶା ରିପୋର୍ଟର): ‘ବିବର୍ତ୍ତନବାଦ’ ବା ଇଭଲ୍ୟୁସନ୍ ଥିଓରୀକୁ ମିଳିଛି ଏକ ବଡ଼ ସଫଳତା। ଚଳିତ ବର୍ଷର ନୋବେଲ ସିରିଜ୍‌ କ୍ରମରେ ଆଜି ଘୋଷିତ ରସାୟନ ବିଜ୍ଞାନ ନୋବେଲ ପାଇଁ ଫ୍ରାନ୍ସେସ୍‌ ଏଚ୍‌ ଆର୍ଣ୍ଣଲ୍ଡ ଏବଂ ଜର୍ଜ ପି ସ୍ମିଥ୍‌ ଓ ସାର୍‌ ଗ୍ରେଗୋରୀ ପି ୱିଣ୍ଟର୍‌ ଯୋଡ଼ିଙ୍କ ନାମ ଘୋଷଣା କରାଯାଇଛି। ଡାର୍‌ୱିନ୍‌ ଥିଓରୀର ମୂଳ ସିଦ୍ଧାନ୍ତକୁ ଟେଷ୍ଟ୍‌ ଟ୍ୟୁବ୍‌ରେ ସଫଳତା ସହ ପ୍ରୟୋଗ କରିବା ଯୋଗୁ ସେମାନଙ୍କୁ ଏହି ପୁରସ୍କାର ମିଳିଛି। ସେମାନେ ବିବର୍ତ୍ତନବାଦର ଶକ୍ତିକୁ […]

୩ଜଣଙ୍କୁ ରସାୟନ ବିଜ୍ଞାନରେ ନୋବେଲ

Nobel-Chemestry-2018

Advertisment

ୱାଶିଂଟନ୍‌(ଓଡ଼ିଶା ରିପୋର୍ଟର): 'ବିବର୍ତ୍ତନବାଦ' ବା ଇଭଲ୍ୟୁସନ୍ ଥିଓରୀକୁ ମିଳିଛି ଏକ ବଡ଼ ସଫଳତା। ଚଳିତ ବର୍ଷର ନୋବେଲ ସିରିଜ୍‌ କ୍ରମରେ ଆଜି ଘୋଷିତ ରସାୟନ ବିଜ୍ଞାନ ନୋବେଲ ପାଇଁ ଫ୍ରାନ୍ସେସ୍‌ ଏଚ୍‌ ଆର୍ଣ୍ଣଲ୍ଡ ଏବଂ ଜର୍ଜ ପି ସ୍ମିଥ୍‌ ଓ ସାର୍‌ ଗ୍ରେଗୋରୀ ପି ୱିଣ୍ଟର୍‌ ଯୋଡ଼ିଙ୍କ ନାମ ଘୋଷଣା କରାଯାଇଛି।

Advertisment

ଡାର୍‌ୱିନ୍‌ ଥିଓରୀର ମୂଳ ସିଦ୍ଧାନ୍ତକୁ ଟେଷ୍ଟ୍‌ ଟ୍ୟୁବ୍‌ରେ ସଫଳତା ସହ ପ୍ରୟୋଗ କରିବା ଯୋଗୁ ସେମାନଙ୍କୁ ଏହି ପୁରସ୍କାର ମିଳିଛି। ସେମାନେ ବିବର୍ତ୍ତନବାଦର ଶକ୍ତିକୁ ବ୍ୟବହାର କରି ଔଷଧ ଏବଂ ଡାକ୍ତରୀ ଚିକିତ୍ସା କ୍ଷେତ୍ରରେ ଜରୁରୀ ହେଉଥିବା ପ୍ରୋଟିନ୍ ବିକଶିତ କରିବା କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି।
https://twitter.com/NobelPrize/status/1047443346871005185

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe