Advertisment

ନକ୍ସଲଙ୍କ ବୋମା ବିସ୍ଫୋରଣ, ୯ ଆହତ

ରାୟପୁର: ଛତିଶଗଡ଼ ବିଜାପୁରରେ ମାଓବାଦୀ ଏକ ଯାତ୍ରୀବାହୀ କାରରେ ବୋମା ବିସ୍ଫୋରଣ କରିଛନ୍ତି। ଏଥିରେ ୯ ଜଣ ଆହତ ହୋଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଘଟଣାସ୍ଥଳରେ ପୁଲିସ ଓ ପ୍ରଶାସନ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। କାରଟି ବିଜାପୁରର କିଛି ଗ୍ରାମବାସୀଙ୍କୁ ନେଇ ଯାଉଥିଲା। ସୂଚନାଯୋଗ୍ୟ,  ସାଧାରଣ ନିର୍ବାଚନରେ ମତଦାନ ପାଇଁ ମାସେରୁ କମ୍ ସମୟ ରହିଥିବା ବେଳେ ମାଓବାଦୀମାନେ ପୋଷ୍ଟର ଜରିଆରେ ଲୋକଙ୍କୁ ଭୋଟ ବର୍ଜ୍ଜନ କରିବାକୁ ଧମକ ଦେଉଛନ୍ତି। ଆଜିର ଏହି […]

ଅଦ୍ୟତନ ହୋଇଛି
ନକ୍ସଲଙ୍କ ବୋମା ବିସ୍ଫୋରଣ, ୯ ଆହତ

CHHATISGARH 2

Advertisment

ରାୟପୁର: ଛତିଶଗଡ଼ ବିଜାପୁରରେ ମାଓବାଦୀ ଏକ ଯାତ୍ରୀବାହୀ କାରରେ ବୋମା ବିସ୍ଫୋରଣ କରିଛନ୍ତି। ଏଥିରେ ୯ ଜଣ ଆହତ ହୋଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଘଟଣାସ୍ଥଳରେ ପୁଲିସ ଓ ପ୍ରଶାସନ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। କାରଟି ବିଜାପୁରର କିଛି ଗ୍ରାମବାସୀଙ୍କୁ ନେଇ ଯାଉଥିଲା।

Advertisment

publive-image

ସୂଚନାଯୋଗ୍ୟ,  ସାଧାରଣ ନିର୍ବାଚନରେ ମତଦାନ ପାଇଁ ମାସେରୁ କମ୍ ସମୟ ରହିଥିବା ବେଳେ ମାଓବାଦୀମାନେ ପୋଷ୍ଟର ଜରିଆରେ ଲୋକଙ୍କୁ ଭୋଟ ବର୍ଜ୍ଜନ କରିବାକୁ ଧମକ ଦେଉଛନ୍ତି। ଆଜିର ଏହି ବିସ୍ଫୋରଣ ଲୋକମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିବା ପାଇଁ ଉଦ୍ଦିଷ୍ଟ ଥିଲା ବୋଲି କୁହାଯାଉଛି। ଛତିଶଗଡ଼ରେ ଗତ ବିଧାନସଭା ନିର୍ବାଚନବେଳେ ମଧ୍ୟ ନକ୍ସଲମାନେ ରକ୍ତମୁଖା ହୋଇପଡ଼ିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe