Advertisment

ଚୀନ ବିସ୍ଫୋରଣରେ ୪ ମୃତ୍ୟୁ, ୧୧ ଆହତ

ବେଜିଂ: ଦକ୍ଷିଣ ଚୀନର ଲଙ୍ଗଙ୍ଗା ଜିଲ୍ଲା ଅନ୍ତର୍ଗତ ହୁଲୁଦାଓ ସହର ଲିଆଓନିଂ ପୋଭିନେସରେ ଶୁକ୍ରବାର ଏକ ବଲ୍ଡିଂରେ ଘଟିଥିବା ବିସ୍ଫୋରଣରେ ୪ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧଼୧ ଜଣ ଆହତ ହୋଇଛନ୍ତି । ଶୁକ୍ରବାର ସକାଳ ପ୍ରାୟ ୫ଟାରେ ଏହି ବିସ୍ଫୋରଣ ଘଟିଥିଲା । ଗ୍ୟାସ ଯୋଗୁ ଏପରି ବିସ୍ଫୋରଣ ହୋଇଥିବା ସନ୍ଦେହ କରାଯାଉଛି ବୋଲି ଦକ୍ଷିଣ ଚୀନର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡିଛି । ବିସ୍ଫୋରଣରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ […]

ଅଦ୍ୟତନ ହୋଇଛି
ଚୀନ ବିସ୍ଫୋରଣରେ ୪ ମୃତ୍ୟୁ, ୧୧ ଆହତ

chin

Advertisment

ବେଜିଂ: ଦକ୍ଷିଣ ଚୀନର ଲଙ୍ଗଙ୍ଗା ଜିଲ୍ଲା ଅନ୍ତର୍ଗତ ହୁଲୁଦାଓ ସହର ଲିଆଓନିଂ ପୋଭିନେସରେ ଶୁକ୍ରବାର ଏକ ବଲ୍ଡିଂରେ ଘଟିଥିବା ବିସ୍ଫୋରଣରେ ୪ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧଼୧ ଜଣ ଆହତ ହୋଇଛନ୍ତି । ଶୁକ୍ରବାର ସକାଳ ପ୍ରାୟ ୫ଟାରେ ଏହି ବିସ୍ଫୋରଣ ଘଟିଥିଲା । ଗ୍ୟାସ ଯୋଗୁ ଏପରି ବିସ୍ଫୋରଣ ହୋଇଥିବା ସନ୍ଦେହ କରାଯାଉଛି ବୋଲି ଦକ୍ଷିଣ ଚୀନର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡିଛି । ବିସ୍ଫୋରଣରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ ଯେ, ଗତ ୩୧ ତାରିଖରେ ସମାନ ଭାବେ ଏକ ଘରେ ବିସ୍ଫୋରଣରେ ଘଟି ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୧ ଜଣ ଆହତ ହୋଇଥିଲେ ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe