Advertisment

ଚୀନ ଗସ୍ତର ତୃତୀୟ ଦିନ: ଇଣ୍ଡିଆ-ଚାଇନା ବିଜନେସ୍ ଫୋରମର ଉଦବୋଧନ ଦେବେ ମୋଦି

ସାଂଘାଇ:ଚୀନ ଗସ୍ତର ତୃତୀୟ ଦିନରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଂଘାଇରେ ଇଣ୍ଡିଆ-ଚାଇନା ବିଜନେସ୍ ଫେ।ରମ୍ରେ ଉଦ୍ବୋଧନ ଦେବେ। ତାସହ ଏହି ଅବସରରେ ଚୀନର ବହୁ ବଡ଼ ବଡ଼ କମ୍ପାନୀର ପ୍ରାୟ ୨୦ଜଣ ସିଇଓମାନଙ୍କୁ ମଧ୍ୟ ଭେଟିବା କାର୍ଯ୍ୟକ୍ରମ ରହିଛି। ତାସହ ଆଜି ପ୍ରାୟ ୧୦ ବିଲିୟନ ଡଲାର ବିଶିଷ୍ଟ ବିଭିନ୍ନ ବାଣିଜ୍ୟିକ ଚୁକ୍ତି ମଧ୍ୟ ସ୍ୱାକ୍ଷର କରିବା କାର୍ଯ୍ୟକ୍ରମ ରହିଛି। ବିଜନେସ୍ ଫେ।ରମରେ ଯୋଗଦେବାକୁ ଗତକାଲିଠାରୁ ବେଜିଂରୁ ଆସି ସାଂଘାଇରେ ପହଞ୍ଚିଛନ୍ତି। ଗତକାଲି ବେଜିଂରେ ମୋଦି […]

ଅଦ୍ୟତନ ହୋଇଛି
ଚୀନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

modixi

Advertisment

ସାଂଘାଇ:ଚୀନ ଗସ୍ତର ତୃତୀୟ ଦିନରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଂଘାଇରେ ଇଣ୍ଡିଆ-ଚାଇନା ବିଜନେସ୍ ଫେ।ରମ୍ରେ ଉଦ୍ବୋଧନ ଦେବେ। ତାସହ ଏହି ଅବସରରେ ଚୀନର ବହୁ ବଡ଼ ବଡ଼ କମ୍ପାନୀର ପ୍ରାୟ ୨୦ଜଣ ସିଇଓମାନଙ୍କୁ ମଧ୍ୟ ଭେଟିବା କାର୍ଯ୍ୟକ୍ରମ ରହିଛି। ତାସହ ଆଜି ପ୍ରାୟ ୧୦ ବିଲିୟନ ଡଲାର ବିଶିଷ୍ଟ ବିଭିନ୍ନ ବାଣିଜ୍ୟିକ ଚୁକ୍ତି ମଧ୍ୟ ସ୍ୱାକ୍ଷର କରିବା କାର୍ଯ୍ୟକ୍ରମ ରହିଛି। ବିଜନେସ୍ ଫେ।ରମରେ ଯୋଗଦେବାକୁ ଗତକାଲିଠାରୁ ବେଜିଂରୁ ଆସି ସାଂଘାଇରେ ପହଞ୍ଚିଛନ୍ତି। ଗତକାଲି ବେଜିଂରେ ମୋଦି ଓ  ଚୀନ୍ ପ୍ରଧାନମନ୍ତ୍ରୀ ଲି କେକିଆଙ୍ଗଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଦ୍ବିପାକ୍ଷିକ ଆଲୋଚନା ସହ ଉଭୟଙ୍କ ଉପସ୍ଥିତିରେ ସ୍ୱାକ୍ଷର ହୋଇଥିଲା ରେକର୍ଡ ସଂଖ୍ୟକ ୨୪ଟି ରାଜିନାମା।ଚୀନ୍ ଗସ୍ତ ସାରି ମୋଦି ମଙ୍ଗେ।ଲିଆ ଓ ସାଉଥ୍ କୋରିଆ ଯିବେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe