ଟ୍ରମ୍ପଙ୍କ ମଧ୍ୟସ୍ଥତା ପ୍ରସ୍ତାବକୁ ଚାଇନାର ନା

ବେଜିଂ: ଭାରତ ଓ ଚାଇନା ମଧ୍ୟରେ ଚାଲିଥିବା ସୀମା ବିବାଦ ଘଟଣାରେ ମଧ୍ୟସ୍ଥି ସାଜିବାକୁ ଆଗ୍ରହ ଦେଖାଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଝଟକା ଲାଗିଛି। ସେ ମଧ୍ୟସ୍ଥତା ପାଇଁ ଦେଇଥିବା ପ୍ରସ୍ତାବକୁ ଆଜି ଚାଇନା ପ୍ରତ୍ୟାଖ୍ୟାନ କରିଦେଇଛି। ଗତକାଲି ଟ୍ରମ୍ପଙ୍କ ମଧ୍ୟସ୍ଥତା ପ୍ରସ୍ତାବକୁ ଭାରତ ମଧ୍ୟ ମନା କରିଦେଇଥିଲା। ଭାରତ ଓ ଚାଇନା ମଧ୍ୟରେ ଚାଲିଥିବା ବିବାଦ ଦ୍ୱିପାକ୍ଷିକ ଓ ଦ୍ୱିପାକ୍ଷିକ ଆଲୋଚନା ଦ୍ୱାରା ହିଁ ଏହାର ସମାଧନ ହେବ। ତେଣୁ ଏହି ସୀମା ବିବାଦରେ […]

no

no

Hemant Lenka
  • Published: Friday, 29 May 2020
  • Updated: 29 May 2020, 03:33 PM IST

Sports

Latest News

ବେଜିଂ: ଭାରତ ଓ ଚାଇନା ମଧ୍ୟରେ ଚାଲିଥିବା ସୀମା ବିବାଦ ଘଟଣାରେ ମଧ୍ୟସ୍ଥି ସାଜିବାକୁ ଆଗ୍ରହ ଦେଖାଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଝଟକା ଲାଗିଛି। ସେ ମଧ୍ୟସ୍ଥତା ପାଇଁ ଦେଇଥିବା ପ୍ରସ୍ତାବକୁ ଆଜି ଚାଇନା ପ୍ରତ୍ୟାଖ୍ୟାନ କରିଦେଇଛି। ଗତକାଲି ଟ୍ରମ୍ପଙ୍କ ମଧ୍ୟସ୍ଥତା ପ୍ରସ୍ତାବକୁ ଭାରତ ମଧ୍ୟ ମନା କରିଦେଇଥିଲା।

ଭାରତ ଓ ଚାଇନା ମଧ୍ୟରେ ଚାଲିଥିବା ବିବାଦ ଦ୍ୱିପାକ୍ଷିକ ଓ ଦ୍ୱିପାକ୍ଷିକ ଆଲୋଚନା ଦ୍ୱାରା ହିଁ ଏହାର ସମାଧନ ହେବ। ତେଣୁ ଏହି ସୀମା ବିବାଦରେ ତୃତୀୟ ପକ୍ଷର ହସ୍ତକ୍ଷେପ ଆବଶ୍ୟକ ନାହିଁ ବୋଲି ନୂଆଦିଲ୍ଲୀ ପକ୍ଷରୁ କୁହାଯାଇଥିଲା।

ଆଜି ଚାଇନାର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଝାଓ ଲିଜିଆନ କହିଛନ୍ତି, “ଚାଇନା ଓ ଭାରତ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଦ୍ୱିପାକ୍ଷିକ। ଦୁଇ ଦେଶ ଏହାକୁ ଆଲୋଚନା ଓ ବୁଝାମଣା ଦ୍ୱାରା ଭଲ ଭାବେ ସମାଧାନ କରିବାକୁ ସକ୍ଷମ। ଦୁଇ ଦେଶ ମଧ୍ୟରେ ସବୁକିଛି ଆଲୋଚନା ଦ୍ୱାରା ସମ୍ଭବ। ତେଣୁ ଏଥିରେ ତୃତୀୟ ପକ୍ଷ ମୁଣ୍ଡ ଖେଳାଇବା ଅନୁଚିତ। ଦୁଇ ଦେଶ ମଧ୍ୟରେ ହୋଇଥିବା ଦ୍ୱିପାକ୍ଷିକ ଚୁକ୍ତି ଉପରେ ବର୍ତ୍ତମାନ କାର୍ଯ୍ୟ କରାଯାଉଛି।

ଆମେ ସର୍ବଦା ଆମ ଦେଶର ଅଖଣ୍ଡତା, ସାର୍ବଭୌମତ୍ୱ ଓ ସ୍ଥିରତା ଉପରେ ଗୁରୁତ୍ୱ ଦେଇ ଆସିଛୁ। ଆଗକୁ ମଧ୍ୟ ଏହା ଜାରି ରହିବ। କେବଳ ଆମେ ନୁହେଁ ଭାରତ ମଧ୍ୟ ସୀମା ବିବାଦ ପ୍ରସଙ୍ଗରେ ତୃତୀୟ ପକ୍ଷର ହସ୍ତକ୍ଷେପ ଚାହୁଁନାହିଁ। ଆମେ ପରସ୍ପର ସହ ଉପଯୁକ୍ତ ଫୋରମରେ ଆଲୋଚନା କରି ବିବାଦର ସମାଧାନ କରିବୁ।”

ମେ’ ୫ ତାରିଖରୁ ଲଦାଖ ଓ ଉତ୍ତର ସିକ୍କିମ ସୀମାରେ ଭାରତ ଏବଂ ଚାଇନା ମଧ୍ୟରେ ତିକ୍ତତା ଆରମ୍ଭ ହୋଇଛି। ଏହାକୁ ନେଇ ଦୁଇ ଦେଶ ସୀମାରେ ଅଧିକ ସଂଖ୍ୟକ ସେନା ଠୁଳ କରିଛନ୍ତି। ବିବାଦ ବଢ଼ୁଥିବାରୁ ରାଷ୍ଟ୍ରପତି ଟ୍ରମ୍ପ ସୀମା ବିବାଦର ସମାଧାନ ପାଇଁ ମଧ୍ୟସ୍ଥି ସାଜିବାକୁ ଆଗ୍ରହ ଦେଖାଇଥିଲେ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story