Advertisment

'ଜେଲ୍ ହିଁ ନୀତିଶଙ୍କ ପାଇଁ ପ୍ରକୃତ ସ୍ଥାନ'

ପାଟନା: ପାଖେଇ ଆସିଲାଣି ବିହାର ନିର୍ବାଚନ। ବିଧାନସଭା ପ୍ରଥମ ଚରଣ ନିର୍ବାଚନର ଦୁଇ ଦିନ ପୂର୍ବରୁ ଲୋକ ଜନଶକ୍ତି ପାର୍ଟି ବା ଏଲଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିରାଗ ପାସଓ୍ୱାନ୍ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଜୋରଦାର ଟାର୍ଗେଟ୍ କରିଛନ୍ତି। ନୀତିଶଙ୍କ ଉପରେ ଦୁର୍ନୀତି ଅଭିଯୋଗ ଆଣି ତାଙ୍କ ପାଇଁ ଜେଲ୍ ହିଁ ପ୍ରକୃତ ସ୍ଥାନ ବୋଲି ସେ କହିଛନ୍ତି। ନୀତିଶଙ୍କ କାର୍ଯ୍ୟକାଳରେ ଦୁର୍ନୀତିଖୋର୍ ଓ ଭ୍ରଷ୍ଟ୍ରାଚାରୀଙ୍କୁ ଜେଲ୍ ପଠାଯାଇଥିବା ମନ୍ତବ୍ୟ ଉପରେ ଚିରାଗ ଏଭଳି ପ୍ରତିକ୍ରିୟା ଦେଇଛନ୍ତି। ସେ […]

ଅଦ୍ୟତନ ହୋଇଛି
ଏଲଜେପିରେ ଘନେଇଲା ଦାଦା-ପୁତୁରା କଳି, ପଶୁପତି ସଂସଦୀୟ ଦଳର ନେତା !

chirag

Advertisment

ପାଟନା: ପାଖେଇ ଆସିଲାଣି ବିହାର ନିର୍ବାଚନ। ବିଧାନସଭା ପ୍ରଥମ ଚରଣ ନିର୍ବାଚନର ଦୁଇ ଦିନ ପୂର୍ବରୁ ଲୋକ ଜନଶକ୍ତି ପାର୍ଟି ବା ଏଲଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିରାଗ ପାସଓ୍ୱାନ୍ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଜୋରଦାର ଟାର୍ଗେଟ୍ କରିଛନ୍ତି। ନୀତିଶଙ୍କ ଉପରେ ଦୁର୍ନୀତି ଅଭିଯୋଗ ଆଣି ତାଙ୍କ ପାଇଁ ଜେଲ୍ ହିଁ ପ୍ରକୃତ ସ୍ଥାନ ବୋଲି ସେ କହିଛନ୍ତି।

Advertisment

ନୀତିଶଙ୍କ କାର୍ଯ୍ୟକାଳରେ ଦୁର୍ନୀତିଖୋର୍ ଓ ଭ୍ରଷ୍ଟ୍ରାଚାରୀଙ୍କୁ ଜେଲ୍ ପଠାଯାଇଥିବା ମନ୍ତବ୍ୟ ଉପରେ ଚିରାଗ ଏଭଳି ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ଦୁର୍ନୀତିରେ ସାମିଲ ନଥିବା ସମ୍ଭବ ହିଁ ନୁହେଁ। ମୁଁ କହିଥିଲେ ଯଦି ସେ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ତଦନ୍ତ ପରେ ତାଙ୍କୁ ଜେଲ୍ ପଠାଯିବ। ଏତେ ବଡ଼ ଦୁର୍ନୀତି ଚାଲିଥିବା ବେଳଏ ମୁଖ୍ୟମନ୍ତ୍ରୀ ଏନେଇ ଅଜଣା ଏହା ସମ୍ଭବ ହୋଇନପାରେ। ଯଦି ଦୁର୍ନୀତି ହୋଇଥିବା ନେଇ ସେ ଅବଗତ ନ ଥିଲେ, ତେବେ ତଦନ୍ତ ହେବା ଆବଶ୍ୟକ। ତେବେ ମୁଁ ଏବଂ ଲୋକମାନଙ୍କର ବିଶ୍ୱାସ ଯେ, ମୁଖ୍ୟମନ୍ତ୍ରୀ ଦୁର୍ନୀତି ଓ ଘୋଟାଲାରେ ସମ୍ପୃକ୍ତ।

ଚିରାଗ ପୁଣି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଦୁର୍ନୀତିଖୋର୍ ଏବଂ ତାଙ୍କ ପାଇଁ ଜେଲ୍ ହିଁ ଉଚିତ୍ ଠିକଣା। କୌଣସି ଭ୍ରଷ୍ଟ ବ୍ୟକ୍ତିଙ୍କୁ ଖୋଲାଖୋଲି ବିଚରଣ କରିବାକୁ ଅନୁମତି ଦେବା ଉଚିତ୍ ନୁହେଁ। ନୀତିଶ କୁମାର ଜେଲ୍ ଭିତରେ ରହିବା ଉଚିତ୍।

Advertisment
Bihar Election Chirag Paswan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe