Advertisment

ଟୁଇଟରରେ ବଦଳିଲା ମୋଦିଙ୍କ ନାମ, ବିଜେପି ନେତା ହେଲେ ‘ଚୌକିଦାର’

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଟୁଇଟର ଆକାଉଣ୍ଟର ନାମ ପରିବର୍ତ୍ତନ କରି ‘ଚୌକିଦାର ନରେନ୍ଦ୍ର ମୋଦି’ କରିଛନ୍ତି। ଏଥିସହ #mainbhichowkidar କ୍ଯାମ୍ପେନ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ। ଯେଉଁଥିରେ ସେ କହିଛନ୍ତି ମୁଁ ଏକା ନୁହେଁ, ଯିଏ ବି ଦୁର୍ନୀତି ବିରୋଧରେ ଲଢୁଛି, ସାମାଜିକ ନ୍ଯାୟ ଓ ସ୍ବଚ୍ଛତା ପାଇଁ ଲଢୁଛି, ଦେଶର ବିକାଶ ଚାହୁଁଛି ସେ ବି ଚୌକିଦାର ବୋଲି ପ୍ରଧାନମନ୍ତ୍ରୀ ମୋଦି ଟୁଇଟ କରି କହିଛନ୍ତି। ମୋଦିଙ୍କ ପରେ ବିଜେପି ରାଷ୍ଟ୍ରୀୟ ଅଧ୍ଯକ୍ଷ ଅମିତ […]

ଅଦ୍ୟତନ ହୋଇଛି
ଟୁଇଟରରେ ବଦଳିଲା ମୋଦିଙ୍କ ନାମ, ବିଜେପି ନେତା ହେଲେ ‘ଚୌକିଦାର’

MODI

Advertisment

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଟୁଇଟର ଆକାଉଣ୍ଟର ନାମ ପରିବର୍ତ୍ତନ କରି ‘ଚୌକିଦାର ନରେନ୍ଦ୍ର ମୋଦି’ କରିଛନ୍ତି। ଏଥିସହ #mainbhichowkidar କ୍ଯାମ୍ପେନ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ। ଯେଉଁଥିରେ ସେ କହିଛନ୍ତି ମୁଁ ଏକା ନୁହେଁ, ଯିଏ ବି ଦୁର୍ନୀତି ବିରୋଧରେ ଲଢୁଛି, ସାମାଜିକ ନ୍ଯାୟ ଓ ସ୍ବଚ୍ଛତା ପାଇଁ ଲଢୁଛି, ଦେଶର ବିକାଶ ଚାହୁଁଛି ସେ ବି ଚୌକିଦାର ବୋଲି ପ୍ରଧାନମନ୍ତ୍ରୀ ମୋଦି ଟୁଇଟ କରି କହିଛନ୍ତି।

Advertisment

ମୋଦିଙ୍କ ପରେ ବିଜେପି ରାଷ୍ଟ୍ରୀୟ ଅଧ୍ଯକ୍ଷ ଅମିତ ଶାହ ଏବଂ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲ, ଧର୍ମେନ୍ଦ୍ର ପ୍ରଧାନ ସମେତ ବିଜେପି ଶାସିତ ରାଜ୍ଯର ମୁଖ୍ଯମନ୍ତ୍ରୀ ମାନେ ମଧ୍ଯ ନିଜ ନାମ ପୂର୍ବରୁ ଚୌକିଦାର ଲଗାଇଛନ୍ତି।

Advertisment

ଶିକ୍ଷା, ସ୍ବାସ୍ଥ୍ଯ, ସ୍ବଚ୍ଛତାକୁ ନେଇ ବିଭିନ୍ନ ଭିଡିଓ ମଧ୍ଯ ବିଜେପି ନେତାଙ୍କ ଦ୍ବାରା ଅପଲୋଡ ହୋଇଛି । ଯେଉଁଥିରେ ସରକାରଙ୍କ ସଫଳତା ସାଙ୍ଗକୁ ଆଭିମୁଖ୍ଯକୁ ଦର୍ଶାଯାଇଛି। ମାର୍ଚ୍ଚ ୩୧ ସନ୍ଧ୍ଯା ୫ଟାରେ ମଧ୍ଯ ନରେନ୍ଦ୍ର ମୋଦିଙ୍କ ସମାବେଶରେ ସାମିଲ ହେବା ପାଇଁ ମଧ୍ଯ ଭିଡ଼ିଓରେ ଅନୁରୋଧ କରାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe