ସିଏଏ ନିଆଁରେ ଦିଲ୍ଲୀ, ଜାମିଆରେ ପଶିଲା ପୁଲିସ୍‌

ନୂଆଦିଲ୍ଲୀ: ରବିବାର ଦିଲ୍ଲୀରେ ନାଗରିକତା (ସଂଶୋଧନ) ଆଇନ ବିରୋଧୀ ଆନ୍ଦୋଳନ ଆହୁରି ହିଂସ୍ର ରୂପ ଧାରଣ କରିଛି। ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟର ଛାତ୍ରମାନେ ବିଶ୍ୱବିଦ୍ୟାଳୟରୁ ଶୋଭାଯାତ୍ରା ଆରମ୍ଭ କରିବା ପରେ ପୁଲିସ୍‌ ପକ୍ଷରୁ ଲୁହ ବୁହା ଗ୍ୟାସ୍‌ ପ୍ରୟୋଗ କରାଯିବା ସହ ଲାଠିଚାର୍ଜ କରାଯାଇଥିଲା। ଏହାପରେ ବିକ୍ଷୋଭାକରୀ ଏବଂ ପୁଲିସ୍‌ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଥିଲା। ଏଥିରେ ଉତ୍‌କ୍ଷିପ୍ତ ବିକ୍ଷୋଭକାରୀ ଦିଲ୍ଲୀ ଟ୍ରାନ୍ସପୋର୍ଟ କର୍ପୋରେସନ୍‌ର କିଛି ବସ୍‌ରେ ନିଆଁ ଲଗାଇଦେଇଥିଲେ। ଅଗ୍ନିଶମ ବାହିନୀ ତୁରନ୍ତ ନିଆଁ […]

delhi

delhi

Subrat Kumar Nayak
  • Published: Sunday, 15 December 2019
  • Updated: 15 December 2019, 09:03 PM IST

Sports

Latest News

ନୂଆଦିଲ୍ଲୀ: ରବିବାର ଦିଲ୍ଲୀରେ ନାଗରିକତା (ସଂଶୋଧନ) ଆଇନ ବିରୋଧୀ ଆନ୍ଦୋଳନ ଆହୁରି ହିଂସ୍ର ରୂପ ଧାରଣ କରିଛି। ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟର ଛାତ୍ରମାନେ ବିଶ୍ୱବିଦ୍ୟାଳୟରୁ ଶୋଭାଯାତ୍ରା ଆରମ୍ଭ କରିବା ପରେ ପୁଲିସ୍‌ ପକ୍ଷରୁ ଲୁହ ବୁହା ଗ୍ୟାସ୍‌ ପ୍ରୟୋଗ କରାଯିବା ସହ ଲାଠିଚାର୍ଜ କରାଯାଇଥିଲା। ଏହାପରେ ବିକ୍ଷୋଭାକରୀ ଏବଂ ପୁଲିସ୍‌ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଥିଲା। ଏଥିରେ ଉତ୍‌କ୍ଷିପ୍ତ ବିକ୍ଷୋଭକାରୀ ଦିଲ୍ଲୀ ଟ୍ରାନ୍ସପୋର୍ଟ କର୍ପୋରେସନ୍‌ର କିଛି ବସ୍‌ରେ ନିଆଁ ଲଗାଇଦେଇଥିଲେ। ଅଗ୍ନିଶମ ବାହିନୀ ତୁରନ୍ତ ନିଆଁ ନିୟନ୍ତ୍ରଣ କରିବାକୁ ପହଞ୍ଚିଥିବାବେଳେ ଏଥିରେ ୨ ଜଣ ଅଗ୍ନିଶମବାହିନୀ ଆହତ ହୋଇଥିବା ସୂଚନାମିଳିଛି। ବସ୍‌ ବ୍ୟତୀତ ଅନ୍ୟ କିଛି ଗାଡ଼ି ମଧ୍ୟ ବିକ୍ଷୋଭକାରୀ ନିଆଁ ଲଗାଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଆସାମରେ ଏହି ଆନ୍ଦୋଳନ କାରଣରୁ ମୃତକଙ୍କ ସଂଖ୍ୟା ୪ରେ ପହଞ୍ଚିଥିବାବେଳେ ଗୌହାଟୀ, ଦିବ୍ରୁଗଡ଼ ଏବଂ ଅନ୍ୟ ସ୍ଥାନରେ କର୍ଫ୍ୟୁ କୋହଲ କରାଯାଇଛି। ୨ ଦିନ ତଳେ ପ୍ରାଣ ହରାଇଥିବା ସାମ୍‌ ଷ୍ଟାଫୋର୍ଡଙ୍କ ସ୍ମୃତିରେ ଆଜି ମହମବତୀ ଶୋଭାଯାତ୍ରା ଆୟୋଜିତ ହୋଇଥିବା ସୂଚନା ମିଳିଛି।

ଆନ୍ଦୋଳନ ଦମନ ପାଇଁ ଦିଲ୍ଲୀ ପୁଲିସ୍‌ ଜାମିଆ ମିଲିଆ ଇସ୍‌ଲାମିଆ ବିଶ୍ୱବିଦ୍ୟାଳୟ ଭିତରେ ମଧ୍ୟ ପଶିଥିବା ସୂଚନା ମିଳିଛି। ଜାମିଆ ମିଲିଆ ଇସ୍‌ଲାମିଆ ବିଶ୍ୱବିଦ୍ୟାଳୟ କର୍ମଚାରୀ ୱାସିମ୍‌ ଅହମ୍ମଦ ଖାନ୍‌ କହିଛନ୍ତି, ପୁଲିସ୍‌ ସେଠାରେ ଛାତ୍ର ଏବଂ କର୍ମଚାରୀଙ୍କୁ ମାଡ଼ ମାରିଛି। ସେମାନେ କହିବା ଅନୁଯାୟୀ ପୁଲିସ୍‌ କାହାର ଅନୁମତି ନନେଇ କ୍ୟାମ୍ପସ୍‌ ଭିତରକୁ ପଶିଛି। ସେଠାରେ ଛାତ୍ରମାନଙ୍କୁ ମାଡ଼ ମାରି କ୍ୟାମ୍ପସ୍‌ ଛାଡ଼ିବାକୁ କୁହାଯାଉଛି। ବେଶ୍‌ କିଛି ଦିନ ଧରି ଏଠାରେ ବିକ୍ଷୋଭ ଚାଲୁରହିଥିଲା ଏବଂ ଆଜି ହିଂସ୍ର ରୂପ ଧାରଣ କରିବା ପରେ ପୁଲିସ୍‌ ଏଭଳି ଦମନ କରିଥିବା କୁହାଯାଉଛି।

ବୁଶ୍ରା ଶେଖ୍‌ ନାମକ ଜଣେ ବିବିସି ସାମ୍ବାଦିକ ଏଠାକୁ ଖବର ସଂଗ୍ରହ କରିବାକୁ ଆସିଥିବା ସମୟରେ ତାଙ୍କୁ ହଇରାଣ କରାଯାଇଥିବା ଏବଂ ପୁଲିସ୍‌ ତାଙ୍କ ଚୁଟି ଭିଡ଼ିଥିବା ସେ ଅଭିଯୋଗ ଆଣିଛନ୍ତି। ପୁଲିସ୍‌ ତାଙ୍କ ଫୋନ୍‌ ନେଇ ଭାଙ୍ଗିଦେଇଛି ଏବଂ ସେମାନେ ଲାଠିରେ ତାଙ୍କୁ ମାଡ଼ ମାରିଥିବା ସେ କହିଛନ୍ତି। ସେ ଫୋନ୍‌ ମାଗିବାରୁ ତାଙ୍କୁ ଗାଳି କରାଯାଇଥିବା ଅଭିଯୋଗ ଆଣିଛନ୍ତି ବୁଶ୍ରା।

ଜାମିଆ ମିଲିଆ ନିକଟରେ ସ୍ଥିତି ଗମ୍ଭୀର ରହିଥିବାରୁ ଦିଲ୍ଲୀ ମେଟ୍ରୋ ପକ୍ଷରୁ କୁହାଯାଇଛି ସେମାନେ ଏହା ନିକଟବର୍ତ୍ତ ଷ୍ଟେସନ୍‌ରେ ଟ୍ରେନ୍‌ ଅଟକାଇବେ ନାହିଁ। ଅର୍ଥାତ ସୁଖଦେବ ବିହାର, ଜାମିଆ ମିଲିଆ ଇସ୍‌ଲାମିଆ. ଓଖ୍ଲା ବିହାର ଏବଂ ଜସୋଲା ବିହାରଠାରେ ଟ୍ରେନ୍‌ ଅଟକିବନାହିଁ। ଏସବୁରେ ଏଣ୍ଟ୍ରି ଏବଂ ଏକ୍ଜିଟ୍‌ ଫାଟକ ବନ୍ଦ ରଖାଯାଇଛି। ଦିଲ୍ଲୀ ପୁଲିସ୍‌ର ପରାମର୍ଶ କ୍ରମେ ଏଭଳି ନିଷ୍ପତ୍ତି ନିଆଯାଇଛି। ଅନ୍ୟପକ୍ଷରେ ସ୍ଥାନୀୟ ନେତାଙ୍କ ଲକ୍ଷ୍ୟହୀନ ବିକ୍ଷୋଭରୁ ଦୂରେଇ ରହିବାକୁ ଜାମିଆର ଶିକ୍ଷକ ଗୋଷ୍ଠୀ ଛାତ୍ରମାନଙ୍କୁ ପରାମର୍ଶ ଦେଇଛନ୍ତି। ଛାତ୍ରମାନେ ଏହି ହିଂସ୍ର ଆନ୍ଦୋଳନ ସହ ନଥିବା କହିବ ସହ ସେମାନେ ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ କରୁଥିବା କହିଛନ୍ତି।

ସେପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଲ୍ୟୁଟନାଣ୍ଟ ଗଭର୍ଣ୍ଣର ଅନୀଲ ବୈଜାଜ୍‌ଙ୍କ ସହ ଆଲୋଚନା କରି ହିଂସାକୁ ନିୟନ୍ତ୍ରଣକୁ ଆଣିବାକୁ ଅନୁରୋଧ କରିଛନ୍ତି। ଏଥିପାଇଁ ସମସ୍ତ ପଦକ୍ଷେପ ନେବାକୁ ସେ କହିଛନ୍ତି। ଏସବୁ ହିଂସା ପଛର ପ୍ରକୃତ ଦୋଷୀ ଦଣ୍ଡ ପାଇବା ଉଚିତ ବୋଲି ସେ କହିଛନ୍ତି। ତେବେ ଏହି ଭଙ୍ଗାରୁଜା ନେଇ ବିଜେପ ଏବଂ ଆପ୍‌ ପରସ୍ପର ମଧ୍ୟରେ ରାଜନୀତିର କାଦୁଅ ଫିଙ୍ଗା ଆରମ୍ଭ କରିଛନ୍ତି। ଦିଲ୍ଲୀ ପୁଲିସ୍‌ ସୁରକ୍ଷାରେ ବିଜେପି ହିଂସା ରଚାଇ ଆପ୍‌କୁ ବଦନାମ କରୁଛି ବୋଲି ମନୀଷ ସିସୋଦିଆ ଅଭିଯୋଗ ଆଣିଛନ୍ତି। ସେହିଭଳି ଆପ୍‌ ବିଧାୟକ ଅମାନତୁଲ୍ଲା ଖାନ୍‌ ବିକ୍ଷୋଭକାରୀଙ୍କ ମଧ୍ୟରେ ଦେଖିବାକୁ ମିଳିଥିବା ଅଭିଯୋଗ ଆସିଛି। ସେ ଜାମିଆ ନଗରଠାରେ ଧାରଣା ଦେଇଥିଲେ ଏବଂ ଏହା ନିକଟରେ ବସ୍‌ ପୋଡ଼ି ହୋଇଥିବା ଅଭିଯୋଗ ଆସିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story