Advertisment

କଂଗ୍ରେସ ନେତା କରୋନାରେ ଆକ୍ରାନ୍ତ

ମୁମ୍ୱାଇ: କଂଗ୍ରେସ ମୁଖପାତ୍ର ସଞ୍ଜୟ ଝା’ କରୋନାରେ ସଂକ୍ରମିତ ହୋଇଛନ୍ତି। ଶୁକ୍ରବାର ସଞ୍ଜୟ ନିଜ ଆଡ଼ୁ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ତାଙ୍କ ପାଖରେ କୌଣସି କରୋନା ଲକ୍ଷଣ ନଥିଲା, ଘରେ କ୍ୱାରେଣ୍ଟାଇନରେ ଥିବା ବେଳେ ଆକ୍ରାନ୍ତ ହୋଇଥିବା ସେ କହିଛନ୍ତି। ଏଥିପାଇଁ କେହି ଅସୁରକ୍ଷିତ ଅନୁଭବ ନକରିବା ଦରାକାର। କାରଣ ସେ ଘରେ ଥିଲେ ବୋଲି ଟୁଇଟ୍ କରି କହିଛନ୍ତି ସଞ୍ଜୟ ଝା’। I have tested positive for Covid_19 . As […]

କଂଗ୍ରେସ ନେତା କରୋନାରେ ଆକ୍ରାନ୍ତ

sanjay-jha

Advertisment

ମୁମ୍ୱାଇ: କଂଗ୍ରେସ ମୁଖପାତ୍ର ସଞ୍ଜୟ ଝା’ କରୋନାରେ ସଂକ୍ରମିତ ହୋଇଛନ୍ତି। ଶୁକ୍ରବାର ସଞ୍ଜୟ ନିଜ ଆଡ଼ୁ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ତାଙ୍କ ପାଖରେ କୌଣସି କରୋନା ଲକ୍ଷଣ ନଥିଲା, ଘରେ କ୍ୱାରେଣ୍ଟାଇନରେ ଥିବା ବେଳେ ଆକ୍ରାନ୍ତ ହୋଇଥିବା ସେ କହିଛନ୍ତି। ଏଥିପାଇଁ କେହି ଅସୁରକ୍ଷିତ ଅନୁଭବ ନକରିବା ଦରାକାର। କାରଣ ସେ ଘରେ ଥିଲେ ବୋଲି ଟୁଇଟ୍ କରି କହିଛନ୍ତି ସଞ୍ଜୟ ଝା’।

Advertisment

https://twitter.com/JhaSanjay/status/1263750136267751427

ସଞ୍ଜୟଙ୍କ ଟୁଇଟ୍ ପରେ କଂଗ୍ରେସ, ବିଜେପି ଓ ଶିବସେନାର ନେତାମାନେ ଟୁଇଟ୍ କରି ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।

https://twitter.com/AnchorAnandN/status/1263751623563554818

ସଞ୍ଜୟ ଝା’ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଜଣେ ବଡ଼ ସମାଲୋଚକ। କଂଗ୍ରେସ ମୁଖପାତ୍ର ଭାବରେ ସେ ବିଭିନ୍ନ ଟିଭି ଚ୍ୟାନେଲ ବିତର୍କରେ ସେ ଭାଗ ନେଇ ଦଳର ପକ୍ଷ ରଖନ୍ତି।

Advertisment

https://twitter.com/priyankac19/status/1263752436507914240

Congress Coronavirus Corona COVID-19
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe