ତେଲେଙ୍ଗାନାରେ ମେଣ୍ଟ କଲେ କଂଗ୍ରେସ, ଟିଡିପି ଓ ସିପିଆଇ

ହାଇଦ୍ରାବାଦ୍‌: ଅନ୍ୟ ରାଜ୍ୟରେ ପରସ୍ପର ବିରୋଧରେ ନିର୍ବାଚନ ଲଢ଼ୁଥିବା କଂଗ୍ରେସ, ଆନ୍ଧ୍ରପ୍ରଦେଶର କ୍ଷମତାସୀନ ତେଲୁଗୁ ଦେଶମ ପାର୍ଟି(ଟିଡିପି) ଓ ସିପିଆଇ ଏବେ ତେଲେଙ୍ଗାନାରେ ଏକାଠି ହୋଇଛନ୍ତି। ଏହି ୩ ଦଳ ଆଗାମୀ ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ଏକାଠି ଲଢ଼ିବେ ବୋଲି ଆଜି ଘୋଷଣା କରିଛନ୍ତି।    ମେଣ୍ଟ ଘୋଷଣା ସହ ୩ ରାଜନୀତିକ ଦଳ ପରବର୍ତ୍ତୀ ନିର୍ବାଚନ ଯାଏ ତେଲେଙ୍ଗାନାରେ ରାଷ୍ଟ୍ରପତି ଶାସନ ଜାରି କରାଯାଉ ବୋଲି ଦାବି କରିଛନ୍ତି। କିଛି ଦିନ ତେଳେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ […]

kcr

kcr

Hemant Lenka
  • Published: Tuesday, 11 September 2018
  • Updated: 11 September 2018, 03:06 PM IST

Sports

Latest News

ହାଇଦ୍ରାବାଦ୍‌: ଅନ୍ୟ ରାଜ୍ୟରେ ପରସ୍ପର ବିରୋଧରେ ନିର୍ବାଚନ ଲଢ଼ୁଥିବା କଂଗ୍ରେସ, ଆନ୍ଧ୍ରପ୍ରଦେଶର କ୍ଷମତାସୀନ ତେଲୁଗୁ ଦେଶମ ପାର୍ଟି(ଟିଡିପି) ଓ ସିପିଆଇ ଏବେ ତେଲେଙ୍ଗାନାରେ ଏକାଠି ହୋଇଛନ୍ତି। ଏହି ୩ ଦଳ ଆଗାମୀ ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ଏକାଠି ଲଢ଼ିବେ ବୋଲି ଆଜି ଘୋଷଣା କରିଛନ୍ତି। 
 
ମେଣ୍ଟ ଘୋଷଣା ସହ ୩ ରାଜନୀତିକ ଦଳ ପରବର୍ତ୍ତୀ ନିର୍ବାଚନ ଯାଏ ତେଲେଙ୍ଗାନାରେ ରାଷ୍ଟ୍ରପତି ଶାସନ ଜାରି କରାଯାଉ ବୋଲି ଦାବି କରିଛନ୍ତି। କିଛି ଦିନ ତେଳେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର୍‌) ବିଧାନସଭାର କାର୍ଯ୍ୟକାଳ ଶେଷ ହେବାର ୧୦ ମାସ ଆଗରୁ ଭାଙ୍ଗିଦେଇ ଥିଲେ। 
ଏନେଇ ସେ ରାଜ୍ୟପାଳଙ୍କୁ ଜଣାଇବା ସହ ଆଗୁଆ ବିଧାନସଭା ନିର୍ବାଚନ ପାଇଁ ପଥ ପରିଷ୍କାର କରିଥିଲେ। ତେବେ ପରବର୍ତ୍ତୀ ନିର୍ବାଚନ ଯାଏ କେସିଆର୍‌ କାମଚଳା ମୁଖ୍ୟମନ୍ତ୍ରୀ ରହିବେ ବୋଲି ରାଜ୍ୟପାଳ ଘୋଷଣା କରିଛନ୍ତି।
 
ଆଜି କଂଗ୍ରେସ, ଟିଡିପି ଓ ସିପିଆଇ ମେଣ୍ଟ କରିବା ପରେ କହିଛନ୍ତି, ଯଦି କେସିଆର୍‌ ପରବର୍ତ୍ତୀ ନିର୍ବାଚନ ଯାଏ କାମଚଳା ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବେ, ତା’ହେଲେ ଏକ ସ୍ୱଚ୍ଛ ଜନାଦେଶ ତେଲେଙ୍ଗାନାରେ ଦେଖିବାକୁ ମିଳିବ ନାହିଁ। ତେଣୁ ଏଠାରେ ରାଷ୍ଟ୍ରପତି ଶାସନ ଲାଗୁ କରାଯିବା ଦରକାର। 
 
ଯଦି  ରାଷ୍ଟ୍ରପତି ଶାସନ ଲାଗୁ ନ ହୁଏ, ତା’ହେଲେ ସେମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ମେଣ୍ଟ ପକ୍ଷରୁ ଆଜି କୁହାଯାଇଛି। କଂଗ୍ରେସ କହିଛି, କେସିଆର୍‌ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଇସାରାରେ କାର୍ଯ୍ୟ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story