ଟିକା ପଛେ ପଛେ କରୋନା, ୫୦ ଦେଶ ପ୍ରଭାବିତ

ନୂଆଦିଲ୍ଲୀ: ଗୋଟିଏ ପଟେ ଉହାନ ଭାଇରସକୁ ମାତ୍ ଦେବା ପାଇଁ ଭାରତ ସମେତ ସାରା ବିଶ୍ୱରେ ଟିକାକରଣ ଚାଲଛି ଅନ୍ୟପଟେ ବ୍ରିଟେନରେ ଦେଖାଦେଇଥିବା କରୋନାର ନୂଆ ଷ୍ଟ୍ରେନ୍ ସାରା ବିଶ୍ୱକୁ ବ୍ୟାପିଛି। ଏଯାବତ ୫୦ଟି ଦେଶକୁ ଏହି କରୋନାର ନୂଆ ଷ୍ଟ୍ରେନ ସାରା ବିଶ୍ୱକୁ ବିସ୍ତାର କରିଛି। ଅଧିକାଂଶ ଦେଶ ଏବେ ବିଭିନ୍ନ ସତର୍କତା ଅବଲମ୍ବନ କରିଛନ୍ତି। ଜାପାନ ସରକାର ଏବେ ସମସ୍ତ ବିଦେଶୀ ନାଗରିକଙ୍କ ପ୍ରବେଶ ଉପରେ ସାମୟିକ ରୋକ ଲଗାଇଛି। ଏହି ନିଷେଧାଶ ଯେଉଁମାନେ […]

briten-corona

briten-corona

Subhransu Sekhar
  • Published: Saturday, 16 January 2021
  • Updated: 16 January 2021, 08:58 PM IST

ନୂଆଦିଲ୍ଲୀ: ଗୋଟିଏ ପଟେ ଉହାନ ଭାଇରସକୁ ମାତ୍ ଦେବା ପାଇଁ ଭାରତ ସମେତ ସାରା ବିଶ୍ୱରେ ଟିକାକରଣ ଚାଲଛି ଅନ୍ୟପଟେ ବ୍ରିଟେନରେ ଦେଖାଦେଇଥିବା କରୋନାର ନୂଆ ଷ୍ଟ୍ରେନ୍ ସାରା ବିଶ୍ୱକୁ ବ୍ୟାପିଛି। ଏଯାବତ ୫୦ଟି ଦେଶକୁ ଏହି କରୋନାର ନୂଆ ଷ୍ଟ୍ରେନ ସାରା ବିଶ୍ୱକୁ ବିସ୍ତାର କରିଛି। ଅଧିକାଂଶ ଦେଶ ଏବେ ବିଭିନ୍ନ ସତର୍କତା ଅବଲମ୍ବନ କରିଛନ୍ତି।

ଜାପାନ ସରକାର ଏବେ ସମସ୍ତ ବିଦେଶୀ ନାଗରିକଙ୍କ ପ୍ରବେଶ ଉପରେ ସାମୟିକ ରୋକ ଲଗାଇଛି। ଏହି ନିଷେଧାଶ ଯେଉଁମାନେ ଜାପାନ ନାଗିରକ ନୁହଁ ସେମାନଙ୍କ ପାଇଁ। ଜାପାନର ବୈଦେଶିକ ମନ୍ତ୍ରାଳୟ ଶନିବାର ଏକ ବିବୃତ୍ତି ଜାରି କରି କହିଛି ଯେ ସୋମବାର ଠାରୁ ଏହି ନିଷେଧାଦେଶ ସମଗ୍ର ଦେଶରେ ଲାଗୁ ହେବ। ଏହା ୩୧ଜାନୁଆରୀ ପର୍ଯ୍ୟନ୍ତ ବୈଧ। ଆବଶ୍ୟକ ପଡ଼ିଲେ ସରକାର ଏହି ଅବଧି ବଢ଼ାଇପାରନ୍ତି। ଗତ ସପ୍ତାହରେ ଜାପାନ ବ୍ରିଟେନ ଏବଂ ଦକ୍ଷିଣ ଆଫ୍ରିକା ଉପରେ ପ୍ରତିବନ୍ଧକ ଲଗାଇଥିଲା। ସେହିଭଳି ଦକ୍ଷିଣ କୋରିଆ ଏବଂ ଥାଇଲ୍ୟାଣ୍ଡ ମଧ୍ୟ ଖୁବଶୀଘ୍ର ନୂଆ ନିୟମ ଜାରି କରିବେ ବୋଲି ସୂଚନା ରହିଛି।

ଜାପାନ

ଜାପାନରେ ଗତ ଦୁଇ ଦିନ ମଧ୍ୟରେ କରୋନା ନ୍ୟୁ ଷ୍ଟ୍ରେନ୍ ଦ୍ୱାରା ୭ ଜଣ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏହି ୭ ଯାତ୍ରୀଙ୍କ ମଧ୍ୟରୁ ୫ ବ୍ରିଟେନ ଫେରନ୍ତା। ଶନିବାର ସୁଦ୍ଧା ଜାପାନରେ ମୋଟ ୨,୧୭,୩୧୨ ଜଣ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ୩,୨୧୩ ଜଣଙ୍କର ମୃତ୍ୟୁ ଘଟିଛି।

ଚାଇନା

ଚାଇନାର ହେବେଇ ଏବଂ ହେଇଲୋଙ୍ଗଜିଆଙ୍ଗ ପ୍ରାନ୍ତର କରୋନା ବ୍ୟାପିଥିବା ଜଣାପଡ଼ିଛି। ଏହି ଦୁଇଟି ସ୍ଥାନରେ ଲକଡାଉନ୍ ଜାରି କରାଯାଇଛି। ୩୩ ହେକ୍ଟର ଜମିରେ ଶିଜିଆଜୁହାଂରେ ଏହି ବିଶାଳ କାୟ କ୍ୱାରେଣ୍ଟାଇନ୍ ସେଣ୍ଟର ତିଆରି ହେଉଛି। ଯେଉଁଠି ୬୦୦ ଜଣ କ୍ୱାରେଣ୍ଟାଇନ ସେଣ୍ଟର ତିଆରିରେ ନିୟୋଜିତ ଥିବା ବେଳେ ୧୦୦ଟି ବଡ଼ ବଡ଼ ମେସିନ୍ ୨୪ ଘଣ୍ଟା ଧରି ଚାଲୁଥିବା ସୂଚନା ରହିଛି।

ଅନ୍ତର୍ଜାତୀୟ ମିଡିଆର ରିପୋର୍ଟ ଅନୁଯାୟୀ ଜାନୁଆରୀ ୧୪ ସୁଦ୍ଧା ହଜାରେ ଜଣେ କରୋନାରେ ଚିକିତ୍ସାଧୀନ ଥିଲେ। ସେହିପରି ବିଗତ ୨୪ ଘଣ୍ଟା ମଧ୍ୟରେ ୧୪୪ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏହି ୧୪୪ ଜଣଙ୍କ ମଧ୍ୟରୁ ୨୬ ଜଣ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି। ସେହିପରି ୩ ହଜାର ଶଯ୍ୟା ବିଶିଷ୍ଟ କ୍ୱାରେଣ୍ଟାଇନ୍ ସେଣ୍ଟର ତିଆରି ହେଉଥିବା ସୂଚନା ରହିଛି।

ଦକ୍ଷିଣ କୋରିଆ

ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ କୋରିଆରେ ୯୭୦ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଏବେ ସାମାଜିକ ଦୂରତା ନିୟମ କଡାକଡ଼ି ହେବ ବୋଲି ରବିବାର ନିଷ୍ପତ୍ତି ନିଆଯିବ। ଏଯାବତ ଦେଶରେ ୫୬,୮୭୨ ଲୋକ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ମୋଟ ୮୦୮ ଜଣଙ୍କର ମୃତ୍ୟୁ ଘଟିଛି।

ଥାଇଲ୍ୟାଣ୍ଡ

ରବିବାର ଥାଇଲ୍ୟାଣ୍ଡରେ ୧୧୦ ଜଣ ନୂଆ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏବେ ମୋଟ ସଂକ୍ରମିତ ଲୋକଙ୍କ ସଂଖ୍ୟା ୬,୦୨୦ କୁ ବୃଦ୍ଧି ପାଇଛି। ଏଠାରେ ଲକଡାଉନ୍ ହୋଇପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story