କରୋନା ମୃତ୍ୟୁସଂଖ୍ୟା ୬ହଜାର ୬ ଶହ ଡେଇଁଲା, ଇଟାଲୀରେ ଗୋଟିଏ ଦିନରେ ୩୬୮ ମୃତ

ୱାଶିଂଟନ: ମହାମାରୀ କରୋନା ଭାଇରସ ଏବେ ଗୋଟିଏ ପରେ ଗୋଟିଏ ଦେଶକୁ କବଳିତ କରିବା ଆରମ୍ଭ କରିଛି। ବର୍ତ୍ତମାନ ସୁଦ୍ଧା ୧୬୦ରୁ ଅଧିକ ଦେଶରେ କାୟା ବିସ୍ତାର କରିଥିବା କରୋନା ଭାଇରସକୁ ନେଇ ଲୋକେ ଭୟଭୀତ ହେବାରେ ଲାଗିଛନ୍ତି। ଚାଇନାର ଉହାନରୁ ସୃଷ୍ଟି ହୋଇଥିବା କରୋନା ଭାଇରସ ଇତି ମଧ୍ୟରେ ସାରା ବିଶ୍ୱରେ ୬୬୬୪ ଜଣଙ୍କ ମୁଣ୍ଡ ନେଇ ସାରିଲାଣି। ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ୧୭୩,୦୫୧ରେ ପହଞ୍ଚିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କରୋନାରେ ଆକ୍ରାନ୍ତ ହୋଇ […]

sd

sd

Hemant Lenka
  • Published: Monday, 16 March 2020
  • Updated: 16 March 2020, 05:26 PM IST

Sports

Latest News

ୱାଶିଂଟନ: ମହାମାରୀ କରୋନା ଭାଇରସ ଏବେ ଗୋଟିଏ ପରେ ଗୋଟିଏ ଦେଶକୁ କବଳିତ କରିବା ଆରମ୍ଭ କରିଛି। ବର୍ତ୍ତମାନ ସୁଦ୍ଧା ୧୬୦ରୁ ଅଧିକ ଦେଶରେ କାୟା ବିସ୍ତାର କରିଥିବା କରୋନା ଭାଇରସକୁ ନେଇ ଲୋକେ ଭୟଭୀତ ହେବାରେ ଲାଗିଛନ୍ତି। ଚାଇନାର ଉହାନରୁ ସୃଷ୍ଟି ହୋଇଥିବା କରୋନା ଭାଇରସ ଇତି ମଧ୍ୟରେ ସାରା ବିଶ୍ୱରେ ୬୬୬୪ ଜଣଙ୍କ ମୁଣ୍ଡ ନେଇ ସାରିଲାଣି। ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ୧୭୩,୦୫୧ରେ ପହଞ୍ଚିଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କରୋନାରେ ଆକ୍ରାନ୍ତ ହୋଇ ୭୭,୭୮୩ ଜଣ ଲୋକ ଘରକୁ ଫେରିଛନ୍ତି। ତେବେ ଚାଇନା ପରେ ଇଟାଲୀର ସ୍ଥିତି ସାଂଘାତିକ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଇଟାଲୀରେ ୩୬୮ ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ ଏଠାରେ କାରୋନା ଜନିତ ମୃତ୍ୟୁସଂଖ୍ୟା ୧୮୦୯ରେ ପହଞ୍ଚି ଯାଇଛି।

ଇଟାଲୀ ପରେ ଇରାନରେ ମଧ୍ୟ ଦିନକୁ ଦିନ କରୋନା ମୁଣ୍ଡ ନେବାରେ ଲାଗିଛି। ଏଠାରେ କରୋନା ମୃତ୍ୟୁସଂଖ୍ୟା ୭୨୪ରୁ ୨୪ ଘଣ୍ଟା ବୃଦ୍ଧି ପାଇ ୮୫୩ରେ ପହଞ୍ଚିଛି।

ଏକାଧିକ ରାଷ୍ଟ୍ର ଲୋକଙ୍କୁ ସତର୍କ ରହିବା ସହ କଟକଣା ଜାରି କରିଛନ୍ତି। ହେଲଷ କରୋନା ପଞ୍ଝାରୁ କୌଣସି ବି ରାଷ୍ଟ୍ର ଏଯାଏ ବର୍ତ୍ତି ପାରିନାହାନ୍ତି। ତେବେ ୭୭ ହଜାର ଲୋକ ସୁସ୍ଥ ହୋଇ ଘରକୁ ଫେରିଥିବାରୁ ଲୋକଙ୍କ ମନରେ ଏକ ନୂଆ ଆଶା ସୃଷ୍ଟି ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଚାଇନାରେ କରୋନା ଯୋଗୁ ୧୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଏଥିରେ ଆକ୍ରାନ୍ତ ହୋଇଛନ୍ତି। ଫଳରେ ଏଠାରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩୨୧୩ରେ ପହଞ୍ଚିଛି। ଏଠାରେ ୬୭,୭୬୦ ଜଣ ଲୋକ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୯,୮୯୩ ଜଣ ଚିକିତ୍ସିତ ହେଉଛନ୍ତି। ଏମାନଙ୍କ ମଧ୍ୟରୁ ୩୨୨୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ଇଟାଲୀରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୮୦୯ ଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୨୦,୬୦୩। ସୁସ୍ଥ ହୋଇ ୨,୩୩୫ ଜଣ ଲୋକ ଘରକୁ ଫେରିଛନ୍ତି। ଇରାନରେ ୭୨୪ ଜଣ ପ୍ରାଣ ହରାଇଥିବା ବେଳେ ୮,୬୨୪ ଜଣ ଚିକିତ୍ସିତ ହେଉଛନ୍ତି।

ଏହା ବ୍ୟତୀତ ଦକ୍ଷିଣ କରୋନାରେ ୭୫ ଜଣ, ସ୍ପେନରେ ୨୯୭, ଜର୍ମାନୀରେ ୧୩, ‍ଫ୍ରାନ୍ସରେ ୧୨୭, ଆମେରିକାରେ ୬୯, ସ୍ୱିଜରଲ୍ୟାଣ୍ଡରେ ୧୫, ବ୍ରିଟେନରେ ୩୫, ନରୱେରେ ୩, ନେଦରଲ୍ୟାଣ୍ଡସରେ ୨୦, ସ୍ୱିଡେନରେ ୩, ବେଲଜିୟମରେ ୫, ଅଷ୍ଟ୍ରିଆରେ ୨,  ଡେନମାର୍କରେ ୪,  ଜାପାନରେ ୨୭, ଫିଲିପାଇନ୍ସରେ ୧୨, ଇରାକରେ ୧୦, ପାକିସ୍ତାନରେ ୧, ସୁଦାନରେ ୧, ଗୁଏଟମାଲାରେ ୧, ୟୁକ୍ରେନରେ ୧, ଗୁଆନାରେ ୧, ଆର୍ଜେବାଇଜାନରେ ୧, ମର୍କୋରେ ୧, ଇକ୍ୱିଡରରେ ୨, ହଙ୍ଗେରୀରେ ୧, ଆଲବାନିଆରେ ୧, ବୁଲଗେରିଆରେ ୨, ଆଲଜେରିଆରେ ୪, ପାନମାରେ ୧, ଆର୍ଜେଣ୍ଟିନାରେ ୨, ତାଇୱାନରେ ୧, ସାନ ମାରିନୋରେ ୭, ଲେବାନନରେ ୩, ଇଣ୍ଡୋନେସିଆରେ ୫, ଥାଇଲ୍ୟାଣ୍ଡରେ ୧, ପୋଲାଣ୍ଡରେ ୩, ଇଜିପ୍ଟରେ ୨, ହଂକଂରେ ୪, ଆୟର୍ଲ୍ୟାଣ୍ଡରେ ୨, ସ୍ଲୋଭେନିଆରେ ୧, ଗ୍ରୀସରେ ୪, ଅଷ୍ଟ୍ରେଲିଆରେ ୬, ବାହାରିନରେ ୧, କାନାଡାରେ ୧ ଓ ଭାରତରେ ୨ ଜଣ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story