Advertisment

ସୋମନାଥ ଭାରତୀଙ୍କ ଆଗୁଆ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ: ଘରୋଇ ହିଂସାରେ  ଅଭିଯୋଗରେ ଛନ୍ଦି ହୋଇପଡିଥିବା ଆମ ଆଦ୍ମୀ ପାର୍ଟିର ବରିଷ୍ଠ ନେତା ସୋମନାଥ ଭାରତୀଙ୍କ ଆଗୁଆ ଜାମିନ ଆବେଦନକୁ ମଙ୍ଗଳବାର ନାମଞ୍ଜୁର କରିଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଜାମିନ ଆବେଦନ ଖାରଜ ହେବା ପରେ ଖୁବ ଶୀଘ୍ର  ସୋମନାଥ ଭାରତୀ ଗିରଫ ହେବାର ସମ୍ଭାବନା ରହିଛି। ଆପ ନେତା ସୋମନାଥଙ୍କ ବିରୋଧରେ ତାଙ୍କ ସ୍ତ୍ରୀ ଲିପିକା ମିତ୍ର ଅସଦାଚରଣ ଓ ଜୀବନରୁ ମାରି ଦେବାକୁ ଉଦ୍ୟମ  ଭଳି ଅଭିଯୋଗ ଆଣିଛନ୍ତି। ସୋମନାଥଙ୍କ ଓକିଲ ବିଜୟ […]

ସୋମନାଥ ଭାରତୀଙ୍କ ଆଗୁଆ ଜାମିନ ଆବେଦନ ଖାରଜ

somnath_bharti

Advertisment

somnath_bhartiନୂଆଦିଲ୍ଲୀ: ଘରୋଇ ହିଂସାରେ  ଅଭିଯୋଗରେ ଛନ୍ଦି ହୋଇପଡିଥିବା ଆମ ଆଦ୍ମୀ ପାର୍ଟିର ବରିଷ୍ଠ ନେତା ସୋମନାଥ ଭାରତୀଙ୍କ ଆଗୁଆ ଜାମିନ ଆବେଦନକୁ ମଙ୍ଗଳବାର ନାମଞ୍ଜୁର କରିଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଜାମିନ ଆବେଦନ ଖାରଜ ହେବା ପରେ ଖୁବ ଶୀଘ୍ର  ସୋମନାଥ ଭାରତୀ ଗିରଫ ହେବାର ସମ୍ଭାବନା ରହିଛି। ଆପ ନେତା ସୋମନାଥଙ୍କ ବିରୋଧରେ ତାଙ୍କ ସ୍ତ୍ରୀ ଲିପିକା ମିତ୍ର ଅସଦାଚରଣ ଓ ଜୀବନରୁ ମାରି ଦେବାକୁ ଉଦ୍ୟମ  ଭଳି ଅଭିଯୋଗ ଆଣିଛନ୍ତି।

Advertisment

ସୋମନାଥଙ୍କ ଓକିଲ ବିଜୟ ଅଗ୍ରୱାଲ କହିଛନ୍ତି ଯେ, ନ୍ୟାୟ ପାଇଁ ସେ ସୁପ୍ରିମ କୋର୍ଟରେ ଆବେଦନ କରିବେ। ସର୍ବୋଚ୍ଚ କୋର୍ଟରେ ସୋମନାଥଙ୍କୁ ନ୍ୟାୟ ମିଳିବ ‍ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଗତ ଜୁନ ୧୦ରେ ସୋମନାଥଙ୍କ ବିରୋଧରେ ରିତିକା ପଶ୍ଚିମ ଦିଲ୍ଲୀରେ ଥିବା ଦ୍ୱାରିକ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ। ସୋମନାଥ ରିତିକାଙ୍କୁ ୨୦୧୦ରେ ବିବାହ କରିଥିଲେ। ସେବେ ଠାରୁ ତାଙ୍କୁ ଶାରୀରିକ ନିର୍ଯାତନା ଦେଉଥିଲେ। ଏହା ସହ ସୋମନାଥ ୨୦୧୩ ମାର୍ଚ୍ଚରେ ତାଙ୍କୁ ନିସ୍ତୁକ ମାଡ ମାରିବା ସହ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲେ ‍ବୋଲି ରିତିକା ଅଭିଯୋଗ କରିଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe