ଆରାଧନା ପକ୍ଷରୁ ଆୟୋଜିତ ହେବ ଗୁରୁ ଦ୍ରୋଣାଚାର୍ଯ୍ୟ ନୃତ୍ୟ ଉତ୍ସବ

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର):  ଆରଧନା ଡ୍ୟାନ୍ସ ଫାଉଣ୍ଡେସନ୍‌  ପକ୍ଷରୁ ଗୁରୁ ଦ୍ରୋଣାଚାର୍ଯ୍ୟ ନୃତ୍ୟ ଉତ୍ସବ ରାଜଧାନୀ ନୂଆଦିଲ୍ଲୀରେ ସେପ୍ଟେମ୍ବର ୨୯ ଓ ୩୦ ତାରିଖରେ ଅନୁଷ୍ଠିତ ହେଉଛି।  ଏହି ନୃତ୍ୟ ଉତ୍ସବ  ଗୁରୁ ପଞ୍ଚାନନ୍‌ ଭୂୟଁ ଓ ଗୁରୁ ପ୍ରିୟମ୍ବଦା  ସାମନ୍ତରାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ହେଉଛି। ରଙ୍ଗଭୂମୀ ମୁକ୍ତାକାଶ ରଙ୍ଗମଞ୍ଚରେ ସଂଧ୍ୟା ୭ଟାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଉଦ୍‌ଘାଟନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭବେ ଭୁବନେଶ୍ୱର ଏମ୍‌ପି ପ୍ରସନ୍ନ ପାଟ୍ଟଶାଣୀ ଯୋଗ ଦେଉଥିବା ବେଳେ ଦ୍ୱିତୀୟ […]

drol

drol

Mihir Pattnayak
  • Published: Tuesday, 18 September 2018
  • Updated: 18 September 2018, 11:20 AM IST

Sports

Latest News

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର):  ଆରଧନା ଡ୍ୟାନ୍ସ ଫାଉଣ୍ଡେସନ୍‌  ପକ୍ଷରୁ ଗୁରୁ ଦ୍ରୋଣାଚାର୍ଯ୍ୟ ନୃତ୍ୟ ଉତ୍ସବ ରାଜଧାନୀ ନୂଆଦିଲ୍ଲୀରେ ସେପ୍ଟେମ୍ବର ୨୯ ଓ ୩୦ ତାରିଖରେ ଅନୁଷ୍ଠିତ ହେଉଛି।  ଏହି ନୃତ୍ୟ ଉତ୍ସବ  ଗୁରୁ ପଞ୍ଚାନନ୍‌ ଭୂୟଁ ଓ ଗୁରୁ ପ୍ରିୟମ୍ବଦା  ସାମନ୍ତରାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ହେଉଛି।

ରଙ୍ଗଭୂମୀ ମୁକ୍ତାକାଶ ରଙ୍ଗମଞ୍ଚରେ ସଂଧ୍ୟା ୭ଟାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ଉଦ୍‌ଘାଟନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭବେ ଭୁବନେଶ୍ୱର ଏମ୍‌ପି ପ୍ରସନ୍ନ ପାଟ୍ଟଶାଣୀ ଯୋଗ ଦେଉଥିବା ବେଳେ ଦ୍ୱିତୀୟ ସନ୍ଧ୍ୟାରେ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ସେହିପରି ଅତିଥି ଭାବେ ଲୋକସଭା ସଦସ୍ୟ ପଦ୍ମଭୂଷଣ  ଡ. ରାଜୀବ୍‌ ସେଠୀ, ପଦ୍ମଶ୍ରୀ ଗୁରୁ ରଞ୍ଜନା ଗୌହାର, କସ୍ତୁରୀ ପଟ୍ଟନାୟକ, ଲୀଲା ଭେଙ୍କଟରମଣ, ହରିୟାଣା କଳା ପରିଷଦ ନିର୍ଦ୍ଦେଶକ ଅଜୟ ସିଙ୍ଘଲ, ଯଶୱନ୍ତ ଶିଖାୱତ ଓ ସୁଧାଂଶୁ ସୁତାର ପ୍ରମୂଖ ଅତିଥିଭାବେ ଯୋଗ ଦେଉଛନ୍ତି।

ପ୍ରଥମ ଦିନ ଓଡ଼ିଶୀ ନୃତ୍ୟ ସହ ରବୀନ୍ଦ୍ର ସଙ୍ଗୀତ ଓ ସମ୍ବଲପୁରୀ ନୃତ୍ୟ ଅନୁଷ୍ଠିତ ହେବ ବୋଲି ଜଣାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story