ଦାଦ୍ରି ଘଟଣାକୁ ନେଇ ମୋଦି ଯଦି ଦୁଃଖିତ, ସମ୍ପୃକ୍ତ ବିଜେପି ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ: ଦିଗବିଜୟ

ନୂଆଦିଲ୍ଲୀ: ଦାଦ୍ରି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦେଇଥିବା ବୟାନକୁ କଂଗ୍ରେସ ନେତା ଦିଗବିଜୟ ସିଂ ଦୃଢ ନିନ୍ଦା କରିଛନ୍ତି । ଦାଦ୍ରି ଘଟଣା ଅତ୍ୟନ୍ତ ଦୁଃଖଦାୟକ ଓ ଏପରି ଘଟଣକାକୁ ବିଜେପି ସମର୍ଥନ କରି ନ ଥାଏ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଦିଗବିଜୟ ପ୍ରଶ୍ନ କରିଛନ୍ତି ଯେ, ଯଦି ମୋଦି ଦୁଃଖିତ ତେବେ ଏହି ଘଟଣାକୁ ପରୋକ୍ଷ ଭାବେ ସମର୍ଥନ କରିଥିବା ଭାଜପା ନେତାମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ କି । ଏହାସହ […]

digvijay_

digvijay_

Rakesh Mallick
  • Published: Wednesday, 14 October 2015
  • Updated: 14 October 2015, 04:51 PM IST

Sports

Latest News

ନୂଆଦିଲ୍ଲୀ: ଦାଦ୍ରି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦେଇଥିବା ବୟାନକୁ କଂଗ୍ରେସ ନେତା ଦିଗବିଜୟ ସିଂ ଦୃଢ ନିନ୍ଦା କରିଛନ୍ତି । ଦାଦ୍ରି ଘଟଣା ଅତ୍ୟନ୍ତ ଦୁଃଖଦାୟକ ଓ ଏପରି ଘଟଣକାକୁ ବିଜେପି ସମର୍ଥନ କରି ନ ଥାଏ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଦିଗବିଜୟ ପ୍ରଶ୍ନ କରିଛନ୍ତି ଯେ, ଯଦି ମୋଦି ଦୁଃଖିତ ତେବେ ଏହି ଘଟଣାକୁ ପରୋକ୍ଷ ଭାବେ ସମର୍ଥନ କରିଥିବା ଭାଜପା ନେତାମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ କି । ଏହାସହ ସେ ଟ୍ୱିଟ କରି କହିଛନ୍ତି ଯଦି ମୋଦି ଗୁଲାମ ଅଲ୍ଲୀଙ୍କୁ ବିରୋଧ କରୁଛନ୍ତି ଓ ସୁଧୀନ୍ଦ୍ର କୁଲକର୍ଣ୍ଣିଙ୍କୁ କାଳି ବୋଳିବାକୁ ଠିକ ନୁହଁ ବୋଲି ମାନୁଛନ୍ତି ତେବେ ସେ କ’ଣ ଶିବସେନା ସହ ମେଣ୍ଟ ଭାଙ୍ଗି ପାରିବେ ବୋଲି କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story