Advertisment

କେଜ୍ରିୱାଲ୍ ଅସୁସ୍ଥ, ହେବ କରୋନା ଟେଷ୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅସୁସ୍ଥ ହୋଇଯାଇଛନ୍ତି। ଗତକାଲି ତାଙ୍କୁ ସାମାନ୍ୟ ଜ୍ୱର ଓ କାଶ ହେଉଥିବା ବେଳେ ଆଜି ଅବସ୍ଥା ଟିକେ ବିଗିଡ଼ି ଯାଇଛି। ତେଣୁ ତାଙ୍କର ବି କରୋନା ଟେଷ୍ଟ ହେବ ବୋଲି ଜଣାପଡ଼ିଛି। ଏବେ ସେ ନିଜକୁ ଆଇସୋଲେଟ୍ କରି ରଖିଛନ୍ତି। ଅସୁସ୍ଥ ଅନୁଭବ କରିବାରୁ ଗତକାଲି ଦ୍ୱିପହରେ କେଜ୍ରିୱାଲ୍ ତାଙ୍କର ସମସ୍ତ ମିଟିଂ ବାତିଲ କରି ଦେଇଥିଲେ ଓ କାହାକୁ ସାକ୍ଷାତ କରି ନଥିଲେ।

author-image
Jyoshna Pradhan
ଦିଲ୍ଲୀ କରୋନା ସ୍ଥିତି ସମ୍ଭାଳିବେ ୬ ଆଇଏଏସ

Kejriwal1

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅସୁସ୍ଥ ହୋଇଯାଇଛନ୍ତି। ଗତକାଲି ତାଙ୍କୁ ସାମାନ୍ୟ ଜ୍ୱର ଓ କାଶ ହେଉଥିବା ବେଳେ ଆଜି ଅବସ୍ଥା ଟିକେ ବିଗିଡ଼ି ଯାଇଛି। ତେଣୁ ତାଙ୍କର ବି କରୋନା ଟେଷ୍ଟ ହେବ ବୋଲି ଜଣାପଡ଼ିଛି। ଏବେ ସେ ନିଜକୁ ଆଇସୋଲେଟ୍ କରି ରଖିଛନ୍ତି।

Advertisment

ଅସୁସ୍ଥ ଅନୁଭବ କରିବାରୁ ଗତକାଲି ଦ୍ୱିପହରେ କେଜ୍ରିୱାଲ୍ ତାଙ୍କର ସମସ୍ତ ମିଟିଂ ବାତିଲ କରି ଦେଇଥିଲେ ଓ କାହାକୁ ସାକ୍ଷାତ କରି ନଥିଲେ।