/odisha-reporter/media/post_attachments/uploads/2018/10/vijay-malya-new.jpg)
vijay-malya-new
ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ମଦ ସମ୍ରାଟ ବିଜୟ ମାଲ୍ୟାଙ୍କର ବେଙ୍ଗାଲୁରୁରେ ଥିବା ସମ୍ପତ୍ତି ଜବତ ହେବ । ଫରେନ୍ ଏକ୍ସଚେଞ୍ଜ ରେଗୁଲେଶନ ଆକ୍ଟ(ଏଫ୍ଇଆର୍ଏ)କୁ ଉଲ୍ଲଂଘନ କରିଥିବାରୁ ମାଲ୍ୟାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ହେବ।
Advertisment
ଦିଲ୍ଲୀର ଏକ କୋର୍ଟ ମଙ୍ଗଳବାର ଏଥିପାଇ ନିର୍ଦ୍ଦେଶ ଦେଇଥିଲେ। ଚିଫ୍ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ୍ ଦୀପକ ଶେରାୱତ ଏ ସଂକ୍ରାନ୍ତରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମାଧ୍ୟମରେ ବେଙ୍ଗାଲୁରୁ ପୁଲିସ୍କୁ ଏକ ସାନି ନିର୍ଦ୍ଦେଶନାମା ଜାରି କରିଛନ୍ତି।
ସୂଚନା ଅନୁସାରେ ପୂର୍ବରୁ ବେଙ୍ଗାଲୁରୁ ପୁଲିସ୍ ମାଲ୍ୟାଙ୍କର ପ୍ରାୟ ୧୫୯ ଟି ସ୍ଥାବର ଅସ୍ଥାବର ସମ୍ପତ୍ତି ସମ୍ପର୍କରେ ଖବର ରଖିଥିଲେ ମଧ୍ୟ ତାକୁ ଜବତ କରିପାରି ନଥିଲା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
