Advertisment

ସ୍ପଷ୍ଟ କଲେ ସ୍ୱାସ୍ଥ୍ୟମନ୍ତ୍ରୀ, ରାଜଧାନୀରେ ଲକଡାଉନ୍ ହେବନି କିନ୍ତୁ...

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ଦିଲ୍ଲୀରେ ଲକଡାଉନ୍ ହୋଇପାରେ ବୋଲି ଆକଳନ ହେଉଥିଲା। ହେଲେ ଏସବୁ ଚର୍ଚ୍ଚାରେ ବିରାମ ଲଗାଇଛନ୍ତି ଦିଲ୍ଲୀର ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍। ସେ କହିଛନ୍ତି ଲକଡାଉନ୍ ହେବନି। ହେଲେ ଜନଗହଳି ସ୍ଥାନର କିଛି କିଛି ଅଞ୍ଚଳରେ ପ୍ରତିବନ୍ଧକ ଲଗାଯାଇପାରେ। ଜନ ଗହଳି ସ୍ଥାନରେ ଏହି ଭାଇରସ ମାରାତ୍ମକ ହେବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି। There'll be no […]

ଅଦ୍ୟତନ ହୋଇଛି
ସ୍ପଷ୍ଟ କଲେ ସ୍ୱାସ୍ଥ୍ୟମନ୍ତ୍ରୀ, ରାଜଧାନୀରେ ଲକଡାଉନ୍ ହେବନି କିନ୍ତୁ...

delhi

Advertisment

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ଦିଲ୍ଲୀରେ ଲକଡାଉନ୍ ହୋଇପାରେ ବୋଲି ଆକଳନ ହେଉଥିଲା। ହେଲେ ଏସବୁ ଚର୍ଚ୍ଚାରେ ବିରାମ ଲଗାଇଛନ୍ତି ଦିଲ୍ଲୀର ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍।

Advertisment

ସେ କହିଛନ୍ତି ଲକଡାଉନ୍ ହେବନି। ହେଲେ ଜନଗହଳି ସ୍ଥାନର କିଛି କିଛି ଅଞ୍ଚଳରେ ପ୍ରତିବନ୍ଧକ ଲଗାଯାଇପାରେ। ଜନ ଗହଳି ସ୍ଥାନରେ ଏହି ଭାଇରସ ମାରାତ୍ମକ ହେବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି।

https://twitter.com/ANI/status/1328935630844399618

ସୂଚନାଯୋଗ୍ୟ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍ ମଙ୍ଗଳବାର ଜନ ଗହଳି ସ୍ଥାନ, ବଜାର ଆଦି ସ୍ଥାନ କରୋନାର ହଟସ୍ପଟ ହେବାର ସମ୍ଭାବନା ରହିଛି। ତେଣୁ ଏହି ସବୁ ସ୍ଥାନ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ କେଜ୍ରିଓ୍ୱାଲ୍ ନିବେଦନ କରିଥିଲେ।

Advertisment

ଆହୁରି ପଢ଼ନ୍ତୁ: ଜେଏନୟୁ ହିଂସାକାଣ୍ଡରେ ନିଜକୁ ନିଜେ କ୍ଲିନ୍ ଚିଟ୍ ଦେଲା ଦିଲ୍ଲୀ ପୁଲିସ

Lockdown In India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe