ନୂଆଦିଲ୍ଲୀରେ ଭୂକମ୍ପ ଝଟ୍‌କା, କିଛି ସେକେଣ୍ଡ ପାଇଁ ଥରିଗଲା, ଟୁଇଟ୍‌ କରି ଜଣାଇଲେ ସ୍ଥାନୀୟ ଲୋକେ

ନୂଆଦିଲ୍ଲୀ: ରାଜଧାନୀ ନୁଆଦିଲ୍ଲୀ ଥରିଛି। ଦିଲ୍ଲୀ-ଏନ୍‌ସିଆର୍‌ ଅଞ୍ଚଳରେ ରବିବାର ଅପରାହ୍ନରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ଭୁକମ୍ପ ଅନୁଭୂତ ହେବାରୂ ଲୋକେ ଘରୁ ବାହାରି ଆସି ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେଇଥିଲା। ଏ ସମ୍ପର୍କରେ ଅନେକ ଲୋକ ନିଜେ ଟୁଇଟ୍‌ କରି ଜଣାଇଛନ୍ତି। ସୌଭାଗ୍ୟକୁ ଏହି ଦୁର୍ବିପାକରେ କେହି ମୃତାହତ ହୋଇ ନାହାନ୍ତି। ଏ ନେଇ ଅଧିକ ଖବର ହସ୍ତଗତ ହୋଇନାହିଁ। ତେବେ ଆଇଏମଡି ପକ୍ଷରୁ ଜାରି ସୂଚନା ଅନୁସାରେ ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ […]

earthquake-generic_650x400_

earthquake-generic_650x400_

Mihir Pattnayak
  • Published: Sunday, 09 September 2018
  • Updated: 09 September 2018, 12:32 PM IST

Sports

Latest News

ନୂଆଦିଲ୍ଲୀ: ରାଜଧାନୀ ନୁଆଦିଲ୍ଲୀ ଥରିଛି। ଦିଲ୍ଲୀ-ଏନ୍‌ସିଆର୍‌ ଅଞ୍ଚଳରେ ରବିବାର ଅପରାହ୍ନରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ଭୁକମ୍ପ ଅନୁଭୂତ ହେବାରୂ ଲୋକେ ଘରୁ ବାହାରି ଆସି ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେଇଥିଲା। ଏ ସମ୍ପର୍କରେ ଅନେକ ଲୋକ ନିଜେ ଟୁଇଟ୍‌ କରି ଜଣାଇଛନ୍ତି। ସୌଭାଗ୍ୟକୁ ଏହି ଦୁର୍ବିପାକରେ କେହି ମୃତାହତ ହୋଇ ନାହାନ୍ତି। ଏ ନେଇ ଅଧିକ ଖବର ହସ୍ତଗତ ହୋଇନାହିଁ।

ତେବେ ଆଇଏମଡି ପକ୍ଷରୁ ଜାରି ସୂଚନା ଅନୁସାରେ ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ମାତ୍ର ୩.୮ ଥିଲା ଏବଂ ଏହା ହରିଯାଣାର ଝାଝର୍ ଜିଲ୍ଲାରେ ଅପରାହ୍ନ ୪.୩୭ ମିନିଟ ସମୟରେ ପ୍ରଥମେ ଅନୁଭୂତ ହୋଇଥିଲା। ଦିଲ୍ଲୀ ସଂଲଗ୍ନ ଉତ୍ତର ପ୍ରଦେଶର କେତେକ ଅଞ୍ଚଳରେ ମଧ୍ୟ ମୃଦୁ ଝଟକା ଅନୁଭୂତ ହୋଇଥିବାର ଖବର ମିଳିଛି।

ଭୂକମ୍ପ ହେବାର କିଛି ମୂହୁର୍ତ୍ତ ପରେ ଏମିତି ଆସିଥିଲା ଟୁଇଟ୍‌- 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story