ନୂଆଦିଲ୍ଲୀ: ଭାରତ ସରକାର ୧୧୮ଟି ଚାଇନା ଆପ୍ ବ୍ୟାନ୍ କରିଛନ୍ତି। ସେଥିରେ ଲୋକପୟିୟ ଗେମ୍ ପବ୍ଜୀ ମୋବାଇଲ୍ ମଧ୍ୟ ଅଛି। ଆପଲକ୍, ଭିପିଏନ୍ ଫର ଟିକଟକ୍ ଏବଂ ଆହୁରି ବହୁ ଜଣାଶୁଣା ଆପ୍ ଅଛି।
ତେବେ ଲୋକେ ପବ୍ଜୀ ବ୍ୟାନ୍କୁ ନେଇ ବେଶି ପ୍ରତିକ୍ରିୟାଶୀଳ ହୋଇଛନ୍ତି। ଏହାର ପ୍ରଭାବ ସୋଶାଲ ମିଡିଆ ପୋଷ୍ଟଗୁଡ଼ିକ ଉପରେ ପଡ଼ିଛି।
ପବ୍ଜୀ ଏକ ମଲ୍ଟିପ୍ଲେୟାର ଗେମ୍। ବିଶେଷ କରି ଲକଡାଉନ୍ ସମୟରେ ଏହା ବେଶ କିଛି ଲୋକଙ୍କ ପାଖରେ ପହଞ୍ଚିଥିଲା। ଏହା ପୂର୍ବରୁ ମଧ୍ୟ ଏହି ଗେମ୍ ଯୁବବର୍ଗଙ୍କ ମଧ୍ୟରେ ଲୋକପ୍ରିୟ ହୋଇସାରିଥିଲା। ବିଶେଷ କରି ଏହାର ଫିଚର, ଥିମ୍, ଡିଜାଇନ୍ ଏବଂ ସଫଳତା ପରେ ବା ବିଜୟ ସ୍ୱରୂପ ଡିଜିଟାଲ ‘ଚିକେନ୍ ଡିନର’ ବେଶ ନାଁ କମାଇଥିଲା। ଏହାକୁ ନେଇ ସୋଶାଲ ମିଡିଆରେ ମିଶ୍ରିତ ପ୍ରତିକ୍ରିୟା ସବୁ ସମୟରେ ଆସିଥାଏ କିନ୍ତୁ ଏଥର ଆସିଥିବା ମଜାଳିଆ ସୋଶାଲ ମିଡିଆ ପୋଷ୍ଟ ସବୁକିଛିକୁ ବଳାଇଯାଇଛି।
https://twitter.com/vishkanyaaaa/status/1301137161530482688?s=20
https://twitter.com/gadgetime_/status/1301133036176568322?s=20
https://twitter.com/VRV_off/status/1301135345329737728?s=20
https://twitter.com/kokilakibahu/status/1301137526757797889?s=20
https://twitter.com/Itz__Atul/status/1301137942090375168?s=20
https://twitter.com/Bairwa_deep123/status/1301139240688910336?s=20
https://twitter.com/PChaayat/status/1301141344572694528?s=20
https://twitter.com/_awaraaaaaa/status/1301136604665323521?s=20
https://twitter.com/Lil_Boies2/status/1301135472786366465?s=20
https://twitter.com/thandrakhleyar/status/1301137831742468096?s=20
https://twitter.com/__riUuu__/status/1301141412642131969?s=20
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।