Advertisment

ଡିଜିଟାଲ ‘ଚିକେନ୍ ଡିନର୍’ର ଯୁଗ ସରିଲା, ଲୋକେ ରଖିଲେ ଏମିତି ପ୍ରତିକ୍ରିୟା

ନୂଆଦିଲ୍ଲୀ: ଭାରତ ସରକାର ୧୧୮ଟି ଚାଇନା ଆପ୍‌ ବ୍ୟାନ୍‌ କରିଛନ୍ତି। ସେଥିରେ ଲୋକପୟିୟ ଗେମ୍‌ ପବ୍‌ଜୀ ମୋବାଇଲ୍‌ ମଧ୍ୟ ଅଛି। ଆପଲକ୍‌, ଭିପିଏନ୍‌ ଫର ଟିକଟକ୍‌ ଏବଂ ଆହୁରି ବହୁ ଜଣାଶୁଣା ଆପ୍‌ ଅଛି। ତେବେ ଲୋକେ ପବ୍‌ଜୀ ବ୍ୟାନ୍‌କୁ ନେଇ ବେଶି ପ୍ରତିକ୍ରିୟାଶୀଳ ହୋଇଛନ୍ତି। ଏହାର ପ୍ରଭାବ ସୋଶାଲ ମିଡିଆ ପୋଷ୍ଟଗୁଡ଼ିକ ଉପରେ ପଡ଼ିଛି। ପବ୍‌ଜୀ ଏକ ମଲ୍ଟିପ୍ଲେୟାର ଗେମ୍‌। ବିଶେଷ କରି ଲକଡାଉନ୍‌ ସମୟରେ ଏହା ବେଶ କିଛି ଲୋକଙ୍କ ପାଖରେ ପହଞ୍ଚିଥିଲା। ଏହା […]

ଡିଜିଟାଲ ‘ଚିକେନ୍ ଡିନର୍’ର ଯୁଗ ସରିଲା, ଲୋକେ ରଖିଲେ ଏମିତି ପ୍ରତିକ୍ରିୟା

Modi

Advertisment

ନୂଆଦିଲ୍ଲୀ: ଭାରତ ସରକାର ୧୧୮ଟି ଚାଇନା ଆପ୍‌ ବ୍ୟାନ୍‌ କରିଛନ୍ତି। ସେଥିରେ ଲୋକପୟିୟ ଗେମ୍‌ ପବ୍‌ଜୀ ମୋବାଇଲ୍‌ ମଧ୍ୟ ଅଛି। ଆପଲକ୍‌, ଭିପିଏନ୍‌ ଫର ଟିକଟକ୍‌ ଏବଂ ଆହୁରି ବହୁ ଜଣାଶୁଣା ଆପ୍‌ ଅଛି।

Advertisment

ତେବେ ଲୋକେ ପବ୍‌ଜୀ ବ୍ୟାନ୍‌କୁ ନେଇ ବେଶି ପ୍ରତିକ୍ରିୟାଶୀଳ ହୋଇଛନ୍ତି। ଏହାର ପ୍ରଭାବ ସୋଶାଲ ମିଡିଆ ପୋଷ୍ଟଗୁଡ଼ିକ ଉପରେ ପଡ଼ିଛି।

ପବ୍‌ଜୀ ଏକ ମଲ୍ଟିପ୍ଲେୟାର ଗେମ୍‌। ବିଶେଷ କରି ଲକଡାଉନ୍‌ ସମୟରେ ଏହା ବେଶ କିଛି ଲୋକଙ୍କ ପାଖରେ ପହଞ୍ଚିଥିଲା। ଏହା ପୂର୍ବରୁ ମଧ୍ୟ ଏହି ଗେମ୍‌ ଯୁବବର୍ଗଙ୍କ ମଧ୍ୟରେ ଲୋକପ୍ରିୟ ହୋଇସାରିଥିଲା। ବିଶେଷ କରି ଏହାର ଫିଚର, ଥିମ୍‌, ଡିଜାଇନ୍‌ ଏବଂ ସଫଳତା ପରେ ବା ବିଜୟ ସ୍ୱରୂପ ଡିଜିଟାଲ ‘ଚିକେନ୍‌ ଡିନର’ ବେଶ ନାଁ କମାଇଥିଲା। ଏହାକୁ ନେଇ ସୋଶାଲ ମିଡିଆରେ ମିଶ୍ରିତ ପ୍ରତିକ୍ରିୟା ସବୁ ସମୟରେ ଆସିଥାଏ କିନ୍ତୁ ଏଥର ଆସିଥିବା ମଜାଳିଆ ସୋଶାଲ ମିଡିଆ ପୋଷ୍ଟ ସବୁକିଛିକୁ ବଳାଇଯାଇଛି।

Advertisment

https://twitter.com/vishkanyaaaa/status/1301137161530482688?s=20

https://twitter.com/gadgetime_/status/1301133036176568322?s=20

https://twitter.com/VRV_off/status/1301135345329737728?s=20

https://twitter.com/kokilakibahu/status/1301137526757797889?s=20

https://twitter.com/Itz__Atul/status/1301137942090375168?s=20

https://twitter.com/Bairwa_deep123/status/1301139240688910336?s=20

https://twitter.com/PChaayat/status/1301141344572694528?s=20

https://twitter.com/_awaraaaaaa/status/1301136604665323521?s=20

https://twitter.com/Lil_Boies2/status/1301135472786366465?s=20

https://twitter.com/thandrakhleyar/status/1301137831742468096?s=20

https://twitter.com/__riUuu__/status/1301141412642131969?s=20

PUBG Ban
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe