Advertisment

ନୂଆଦିଲ୍ଲୀରେ ଭୂକଂପ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଭୂମିକମ୍ପ। କିଛି ସେକେଣ୍ଡ ପାଇଁ ଥରିଛି ଦେଶର ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳ। ଶନିବାର ପ୍ରାୟ ୧ଟା ୪୦ରେ ଦିଲ୍ଲୀ-ଏନସିଆରରେ ଅନୁଭୂତ ହୋଇଥିଲା ଭୂକଂପ। ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୩.୦।  ନୂଆଦିଲ୍ଲୀଠାରୁ ୫ କିଲୋମିଟର ଦୂରରେ ଥିଲା ଏହାର କେନ୍ଦ୍ରସ୍ଥଳ। ମିଳିଥିବା ସୂଚନା ମୁତାବକ ଏହି ଭୂକଂପ ଯୋଗୁଁ ଦିଲ୍ଲୀ ପୋଲିସ୍ କଣ୍ଟ୍ରୋଲ୍ ରୁମ୍ କାନ୍ଥରେ ଫାଟ  ସୃଷ୍ଟି ହୋଇଛି। ତେବେ ଏହାକୁ ଛାଡ଼ି  ଅନ୍ୟ କୌଣସି ସ୍ଥାନରେ କିଛି […]

ଦିଲ୍ଲୀରେ ଆକ୍ରମଣ କରିବାକୁ ଲଶ୍କରର ଷଡ଼ଯନ୍ତ୍ର, ୨ ଆତଙ୍କୀଙ୍କୁ ଖୋଜୁଛି ପୋଲିସ୍

newdelhi

Advertisment

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଭୂମିକମ୍ପ। କିଛି ସେକେଣ୍ଡ ପାଇଁ ଥରିଛି ଦେଶର ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳ। ଶନିବାର ପ୍ରାୟ ୧ଟା ୪୦ରେ ଦିଲ୍ଲୀ-ଏନସିଆରରେ ଅନୁଭୂତ ହୋଇଥିଲା ଭୂକଂପ। ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୩.୦।  ନୂଆଦିଲ୍ଲୀଠାରୁ ୫ କିଲୋମିଟର ଦୂରରେ ଥିଲା ଏହାର କେନ୍ଦ୍ରସ୍ଥଳ।

Advertisment

ମିଳିଥିବା ସୂଚନା ମୁତାବକ ଏହି ଭୂକଂପ ଯୋଗୁଁ ଦିଲ୍ଲୀ ପୋଲିସ୍ କଣ୍ଟ୍ରୋଲ୍ ରୁମ୍ କାନ୍ଥରେ ଫାଟ  ସୃଷ୍ଟି ହୋଇଛି। ତେବେ ଏହାକୁ ଛାଡ଼ି  ଅନ୍ୟ କୌଣସି ସ୍ଥାନରେ କିଛି କ୍ଷୟକ୍ଷତି ହୋଇନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe