/odisha-reporter/media/post_attachments/uploads/2019/03/air-charter-services-election-campaigns-500x500.jpg)
air-charter-services-election-campaigns-500x500
ନୂଆଦିଲ୍ଲୀ: ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କର ନିର୍ବାଚନ ସଂକ୍ରାନ୍ତୀୟ ବିମାନ ଉଡ଼ାଣର ହିସାବ ରଖିବା ପାଇଁ ଏୟାର ଟ୍ରାଫିକ କଣ୍ଟ୍ରୋଲ(ଏଟିଏସ) ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ ।
Advertisment
ଘରୋଇ ବିମାନ, ହେଲିକପ୍ଟର ଯଦି ନିର୍ବାଚନ ପ୍ରଚାର ପାଇଁ ପ୍ରାର୍ଥୀ ବ୍ୟବହାର କରୁଛନ୍ତି ଏବଂ ପ୍ରଚାର ବେଳେ ବ୍ୟବହୃତ ବିମାନରେ କିଏ କିଏ ଯାଉଛନ୍ତି ଏ ସମସ୍ତର ହିସାବ ରଖିବ ଏଟିଏସ । ଏ ନେଇ ସମସ୍ତ ରାଜ୍ୟକୁ ନୋଟିସ ପଠାଇଛି ଏଟିଏସ ।
ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟ ସମସ୍ତ ପ୍ରାର୍ଥୀଙ୍କ ଆକାଉଣ୍ଟରୁ ଟ୍ରାଞ୍ଜାକସନ ଉପରେ ନଜର ରଖିବ । ପ୍ରାର୍ଥୀ ପିଛା ୧୦ ଲକ୍ଷ ଟଙ୍କା ରହିଛି ଖର୍ଚ୍ଚର ଅବଧି। ପ୍ରଚାରବେଳେ ଟଙ୍କା ନେବାର କୌଣସି ବାରଣ ନାହିଁ, କିନ୍ତୁ ଇନକମ୍ ଟ୍ୟାକ୍ସ ଡ଼ିପାର୍ଟମେଣ୍ଟ ହିସାବ ମାଗିଲେ ସମସ୍ତ ପ୍ରମାଣ ଦେବାକୁ ପଡ଼ିବ ବୋଲି ଜଣାପଡ଼ିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
