Advertisment

ପ୍ରାର୍ଥୀଙ୍କ ବିମାନ ଉଡ଼ାଣ ଉପରେ ନଜର ରଖିବ ଏଟିଏସ

ନୂଆଦିଲ୍ଲୀ: ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କର ନିର୍ବାଚନ ସଂକ୍ରାନ୍ତୀୟ ବିମାନ ଉଡ଼ାଣର ହିସାବ ରଖିବା ପାଇଁ ଏୟାର ଟ୍ରାଫିକ କଣ୍ଟ୍ରୋଲ(ଏଟିଏସ) ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ । ଘରୋଇ ବିମାନ, ହେଲିକପ୍ଟର ଯଦି ନିର୍ବାଚନ ପ୍ରଚାର ପାଇଁ ପ୍ରାର୍ଥୀ ବ୍ୟବହାର କରୁଛନ୍ତି ଏବଂ ପ୍ରଚାର ବେଳେ ବ୍ୟବହୃତ ବିମାନରେ କିଏ କିଏ ଯାଉଛନ୍ତି ଏ ସମସ୍ତର ହିସାବ ରଖିବ ଏଟିଏସ । ଏ ନେଇ ସମସ୍ତ ରାଜ୍ୟକୁ ନୋଟିସ ପଠାଇଛି ଏଟିଏସ । ଇନକମ ଟ୍ୟାକ୍ସ […]

ଅଦ୍ୟତନ ହୋଇଛି
ପ୍ରାର୍ଥୀଙ୍କ ବିମାନ ଉଡ଼ାଣ ଉପରେ ନଜର ରଖିବ ଏଟିଏସ

air-charter-services-election-campaigns-500x500

Advertisment

ନୂଆଦିଲ୍ଲୀ: ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କର ନିର୍ବାଚନ ସଂକ୍ରାନ୍ତୀୟ ବିମାନ ଉଡ଼ାଣର ହିସାବ ରଖିବା ପାଇଁ ଏୟାର ଟ୍ରାଫିକ କଣ୍ଟ୍ରୋଲ(ଏଟିଏସ) ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ ।

Advertisment

ଘରୋଇ ବିମାନ, ହେଲିକପ୍ଟର ଯଦି ନିର୍ବାଚନ ପ୍ରଚାର ପାଇଁ ପ୍ରାର୍ଥୀ ବ୍ୟବହାର କରୁଛନ୍ତି ଏବଂ ପ୍ରଚାର ବେଳେ ବ୍ୟବହୃତ ବିମାନରେ କିଏ କିଏ ଯାଉଛନ୍ତି ଏ ସମସ୍ତର ହିସାବ ରଖିବ ଏଟିଏସ । ଏ ନେଇ ସମସ୍ତ ରାଜ୍ୟକୁ ନୋଟିସ ପଠାଇଛି ଏଟିଏସ ।

ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟ ସମସ୍ତ ପ୍ରାର୍ଥୀଙ୍କ ଆକାଉଣ୍ଟରୁ ଟ୍ରାଞ୍ଜାକସନ ଉପରେ ନଜର ରଖିବ । ପ୍ରାର୍ଥୀ ପିଛା ୧୦ ଲକ୍ଷ ଟଙ୍କା ରହିଛି ଖର୍ଚ୍ଚର ଅବଧି। ପ୍ରଚାରବେଳେ ଟଙ୍କା ନେବାର କୌଣସି ବାରଣ ନାହିଁ, କିନ୍ତୁ ଇନକମ୍ ଟ୍ୟାକ୍ସ ଡ଼ିପାର୍ଟମେଣ୍ଟ ହିସାବ ମାଗିଲେ ସମସ୍ତ ପ୍ରମାଣ ଦେବାକୁ ପଡ଼ିବ ବୋଲି ଜଣାପଡ଼ିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe