ରାଜସ୍ଥାନରେ କଂଗ୍ରେସ ଆଗରେ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ କଡ଼ା ଟକ୍କର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାଲିଛି ୫ ରାଜ୍ୟର ଭୋଟ ଗଣତି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏହାକୁ ସେମିଫାଇନାଲ୍‌ ବୋଲି ଧରାଯାଇପାରେ। ରାଜସ୍ଥାନ, ମଧ୍ୟପ୍ରଦେଶ, ତେଲଙ୍ଗାନା, ଛତିଶଗଡ ଓ ମିଜୋରାମ୍‌ରେ ପରିବର୍ତ୍ତନର ଆଭାସ ଦେଖିବାକୁ ମିଳୁଛି। ଏକ୍‌ଜିଟ୍‌ ପୋଲ୍‌କୁ ଆଧାର କରି ଏହି ନିର୍ବାଚନ ଫଳାଫଳ ଆଗକୁ ବଢ଼ୁଥିବା ବେଳେ କଂଗ୍ରେସର ସ୍ଥିତି ସୁଦୃ‍ଢ଼ ହେଉଥିବା ଦେଖିବାକୁ ମିଳୁଛି। ଅଦ୍ୟାବଧି ନିର୍ବାଚନ ପରିଣାମ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ଶେଷ ଖବର ସୁଦ୍ଧା କଂଗ୍ରେସ ଫାଇଦାରେ ରହିବ […]

80774-lqsqykfksd-1517675067

80774-lqsqykfksd-1517675067

Mihir Pattnayak
  • Published: Tuesday, 11 December 2018
  • Updated: 11 December 2018, 09:47 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାଲିଛି ୫ ରାଜ୍ୟର ଭୋଟ ଗଣତି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏହାକୁ ସେମିଫାଇନାଲ୍‌ ବୋଲି ଧରାଯାଇପାରେ। ରାଜସ୍ଥାନ, ମଧ୍ୟପ୍ରଦେଶ, ତେଲଙ୍ଗାନା, ଛତିଶଗଡ ଓ ମିଜୋରାମ୍‌ରେ ପରିବର୍ତ୍ତନର ଆଭାସ ଦେଖିବାକୁ ମିଳୁଛି। ଏକ୍‌ଜିଟ୍‌ ପୋଲ୍‌କୁ ଆଧାର କରି ଏହି ନିର୍ବାଚନ ଫଳାଫଳ ଆଗକୁ ବଢ଼ୁଥିବା ବେଳେ କଂଗ୍ରେସର ସ୍ଥିତି ସୁଦୃ‍ଢ଼ ହେଉଥିବା ଦେଖିବାକୁ ମିଳୁଛି। ଅଦ୍ୟାବଧି ନିର୍ବାଚନ ପରିଣାମ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ଶେଷ ଖବର ସୁଦ୍ଧା କଂଗ୍ରେସ ଫାଇଦାରେ ରହିବ ବୋଲି ଆଶା ।

ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ତେଲଙ୍ଗାନା ଓ ମିଜୋରମ୍‌ ଭଳି ରାଜ୍ୟରେ ଭୋଟ ଗଣତି ଆରମ୍ଭ ହୋଇଯାଇଥିବା ବେଳେ ଶେଷ ଖବର ସୁଦ୍ଧା ରାଜସ୍ଥାନରେ କଂଗ୍ରେସ ଆଗରେ ରହିଛି। ସେହିପରି ମଧ୍ୟପ୍ରଦେଶରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି।

ମଧ୍ୟପ୍ରଦେଶରେ ୨୩୦ ଆସନ ପାଇଁ ନିର୍ବାଚନ ହେଉଥିବା ବେଳେ ଶେଷ ଖବର ସୁଦ୍ଧା କଂଗ୍ରେସ ୪୦ ଆସନରେ ଆଗୁଆ ରହିଛି। ରାଜସ୍ଥାନରେ ୬୩ ଓ ଛତିଶଗଡରେ ୧୧ଟି ଆସନରେ ଦଳ ଆଗୁଆ ରହିଥିବା ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story