‘କାମାତ ବିଜେପିରେ ସାମିଲ ଚର୍ଚ୍ଚା ଗୁଜବ’

ପାଣାଜି: ବିଜେପିରେ ଗୋଆର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗାମ୍ବର କାମାତ ମିଶିବା ନେଇ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡ଼ିଛି । ବିଜେପିରେ ଯୋଗ ଦେବା ନେଇ ଯେଉଁ ଚର୍ଚ୍ଚା ହେଉଛି ସେଥିରେ କୌଣସି ସତ୍ୟତା ନାହିଁ ବୋଲି ଦିଲ୍ଲୀ ଗସ୍ତ ପୂର୍ବରୁ ଗୋଆରେ ସ୍ପଷ୍ଟ କରିଛନ୍ତି କାମାତ । ତେବେ ଦିଲ୍ଲୀ ଗସ୍ତ ସମ୍ପୂର୍ଣ୍ଣ ପାରିବାରିକ ବୋଲି କାମାତ କହିଛନ୍ତି । ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇପଡ଼ିବା ପରେ କାମାତ […]

digambara

digambara

Subhransu Sekhar
  • Published: Sunday, 17 March 2019
  • Updated: 17 March 2019, 07:03 PM IST

Sports

Latest News

ପାଣାଜି: ବିଜେପିରେ ଗୋଆର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗାମ୍ବର କାମାତ ମିଶିବା ନେଇ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡ଼ିଛି । ବିଜେପିରେ ଯୋଗ ଦେବା ନେଇ ଯେଉଁ ଚର୍ଚ୍ଚା ହେଉଛି ସେଥିରେ କୌଣସି ସତ୍ୟତା ନାହିଁ ବୋଲି ଦିଲ୍ଲୀ ଗସ୍ତ ପୂର୍ବରୁ ଗୋଆରେ ସ୍ପଷ୍ଟ କରିଛନ୍ତି କାମାତ । ତେବେ ଦିଲ୍ଲୀ ଗସ୍ତ ସମ୍ପୂର୍ଣ୍ଣ ପାରିବାରିକ ବୋଲି କାମାତ କହିଛନ୍ତି ।

ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇପଡ଼ିବା ପରେ କାମାତ କଂଗ୍ରେସ ଛାଡି ବିଜେପି କ୍ୟାମ୍ପରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ଏମିତିକି ମୁଖ୍ୟମନ୍ତ୍ରୀ ହେବେ କି ନାହିଁ କେନ୍ଦ୍ର ନେତୃତ୍ବ ବିଚାର କରିବ ବୋଲି ଗୋଆ ଉପବାଚସ୍ପତି ମାଇକେଲ ଲୋବୋ କହିଥିଲେ ।

୨୦୦୫ରେ କଂଗ୍ରେସରେ ଯୋଗଦେବା ପୂର୍ବରୁ ଦିଗାମ୍ବର କାମାତ ଗୋଆ ବିଜେପିରେ ଦ୍ବିତୀୟ ‍କ୍ଷମତା କେନ୍ଦ୍ର ଥିଲେ । କଂଗ୍ରେସରେ ଯୋଗଦେବା ପରେ  ୮ ଜୁନ ୨୦୦୭ରୁ ୯ ମାର୍ଚ୍ଚ ୨୦୧୨ ପର୍ଯ୍ୟନ୍ତ ୧୧ତମ ଗୋଆ ମୁଖ୍ୟମନ୍ତ୍ରୀ ହୋଇଥିଲେ ।

ବିଜେପି ଜାଣିଶୁଣି କାମାତଙ୍କ ନାମରେ ଗୁଜବ ଖବର ପ୍ରଚାର କରୁଥିବା ଗୋଆ ପ୍ରଦେଶ କଂଗ୍ରେସ ସଭାପତି ଗିରିଶ ଚୋଦାନକର କହିଛନ୍ତି । ତେବେ କଂଗ୍ରେସର ଏହି ପ୍ରତିକ୍ରିୟା ଉପରେ ଗୋଆ ବିଜେପି ସଭାପତି କୌଣସି ପ୍ରତିକ୍ରିୟା ରଖି ନାହାନ୍ତି ।

ସୂଚନାଯୋଗ୍ୟ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ଆଗ୍ନେଶୟ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ସ୍ବାସ୍ଥ୍ୟବସ୍ଥାରେ ଅବନତି ହେଉଥିବାରୁ ସହଯୋଗୀ ଦଳ କଂଗ୍ରେସକୁ ସମର୍ଥନ କରୁଥିବା ଜଣାପଡ଼ିଛି । ଏହାପରେ କଂଗ୍ରେସ ସରକାର ଗଢ଼ିବା ପାଇଁ ରାଜ୍ୟପାଳଙ୍କୁ ଚିଠି ଲେଖିଛି । ସେପଟେ ସରକାର ବଞ୍ଚାଇବା ପାଇଁ କେନ୍ଦ୍ର ବିଜେପିର ୨ ଜଣ ନେତା ଆସି ସହଯୋଗୀ ଦଳ ଓ ବିଧାୟକଙ୍କ ସହ ଆଲୋଚାନ କରୁଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ ଗୋଆ ବିଧାନସଭାରେ ମୋଟ ୪୦ ଆସନରୁ ଜଣେ ବିଧାୟକଙ୍କର ମୃତ୍ୟୁ ଓ ଅନ୍ୟ ୨ ଜଣ କଂଗ୍ରେସରୁ ଇସ୍ତଫା ଦେବା ପରେ ୩୭ ଜଣ ବିଧାୟକ ଅଛନ୍ତି। କଂଗ୍ରେସ ପାଖରେ ୧୪ ଜଣ ବିଧାୟକ ଥିବାବେଳେ ବିଜେପି ପାଖରେ ୧୩ ଜଣ ବିଧାୟକ ଅଛନ୍ତି। ଗୋଆ ଫରୱାର୍ଡ ପାର୍ଟିରୁ ୩, ମହାରାଷ୍ଟ୍ରୱାଦି ଗୋମନ୍ତକ ପାର୍ଟିରୁ ୩ ଏବଂ ସ୍ବାଧୀନ ବିଧାୟକ ୩ ଏବଂ ଏନସିପିର ଜଣେ ବିଧାୟକ ବିଜେପିକୁ ସମର୍ଥନ କରୁଛନ୍ତି।

ତେଣୁ ବିଜେପିକୁ ସମର୍ଥନ କରୁଥିବା ଦଳ ଯଦି କଂଗ୍ରେସକୁ ସମର୍ଥନ କରନ୍ତି ତାହେଲେ କଂଗ୍ରେସ ସରକାର ଗଢ଼ିବା ଏକପ୍ରକାର ସ୍ପଷ୍ଟ ବୋଲି ଆକଳନ ହେଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story